ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

କାମାକ୍ଷାନଗର (ମନିସ)22/11/25  କଙ୍କଡ଼ାହାଡ଼ ବ୍ଲକ୍ ର କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବିରାଶାଳ ଏୟାରଷ୍ଟ୍ରିପସ ବା ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଗତି) ର ବାଉଣ୍ଡରୀ କାନ୍ଥକୁ ଭାଙ୍ଗିଛନ୍ତି ହାତୀ ପଲ। ଗତ ରାତିରେ ଏକ ହାତୀ ପଲ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଆସି ବିରାଶାଳ ଏୟାରଷ୍ଟ୍ରିପସ ବାଉଣ୍ଡରୀ କାନ୍ଥକୁ ଭାଙ୍ଗି ଦେଇଥିଲେ। ଗତିର କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର ଟିମ ପହଞ୍ଚି ହାତୀ ଗୁଡିକ ଘଉଡ଼ାଇଥିଲେ। ତେବେ ହାତୀ ପଲଙ୍କ ଉତ୍ପାତକୁ ନେଇ ଆତଙ୍କିତ ରହିଛନ୍ତି ଅଞ୍ଚଳବାସୀ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ତୃତୀୟ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର ଜିଲ୍ଲା

Sunil Chandra Nayak

ବରିଷ୍ଠ ନାଗରିକ ମଞ୍ଚର ୧୮ତମ ଅଧିବେଶନ ଅନୁଷ୍ଠିତ

masiha

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!