ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ପୂର୍ବରୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଯାଞ୍ଚ କଡାକଡି

ନିର୍ବାଚନ ପୂର୍ବରୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଯାଞ୍ଚ କଡାକଡି

କୋକସରା,୧୧/୫ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡି କରାଯାଉଛି।କୋକସରା ପୋଲିସ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ଗାଡିମୋଟର ଯାଞ୍ଚ କରାଯାଉଛି। ଏହି ଯାଞ୍ଚରେ କୋକସରା ପୋଲିସର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ରହିଛନ୍ତି। ସେହିପରି ଆମପାଣି ପୋଲିସ ପକ୍ଷରୁ ସୀମାନ୍ତ କଳାହାଣ୍ଡି ନବରଙ୍ଗପୁର ଆମପାଣି ଘାଟି ନିକଟରେ ଗାଡିମୋଟର ଯାଞ୍ଚ କଡାକଡି ଜାରି ରହିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏମିତିବି ଆସେ ମୃତ୍ୟୁ, ସାଇକେଲରୁ ପଡିବାମାତ୍ରେ ସୁରଥ ପଧାନଙ୍କ ପରଲୋକ 

Sunil Chandra Nayak

ଦରଲୀପଡା ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ଅବସ୍ଥା ଗୋଟିଏ କୋଠରୀରେ ରୋଷେଇ, ଓ ପାଠପଢା

masiha

ନର ରୂପି ନାରାୟଣଙ୍କ ସେବା ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ସହ ଆଶ୍ରମ କର୍ମକର୍ତ୍ତ ମାନଙ୍କ ମହାନତା

Sunil Chandra Nayak

Leave a Comment

error: Content is protected !!