ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

କଟକ : କଟକ ସଦର ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟିର ଆନୁକୂଲ୍ୟରେ ୪୨ ମୌଜା ସ୍ଥିତ ବ୍ରହ୍ମପୁର ଓ କେଣ୍ଟକାର ସ୍ଥିତ ବୃଦ୍ଧାଶ୍ରମରେ ପୁର୍ଣ୍ଣମୀ ଦିନ ଖାଦ୍ୟ ବିତରଣ କରାଯାଇଥିଲା । ଏଥିରେ ଗ୍ରାମର ଅଧିକାରୀ ଚିନ୍ମୟ ଦେବତା,କମିଟିର ସଦସ୍ୟ ସୁଶାନ୍ତ କୁମାର ଦେବତା,ପ୍ରମୋଦ ଦେବତା,ଶ୍ରୀଧର ଦେବତା,ଜଗନ୍ନାଥ ସାହୁ ଓ ବିଶ୍ଵ ରଞ୍ଜନ ଦେବତା ପ୍ରମୂଖ ସହଯୋଗ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବଜ୍ରପାତରେ ଦନ୍ତାହାତୀର ମୃତ୍ୟୁ ସନ୍ଦେହ,ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା 

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

masiha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!