ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

କଟକ : କଟକ ସଦର ୪୨ ମୌଜା ଅଂଚଳର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା କାର୍ତ୍ତିକେଶ୍ୱର ମଣ୍ଡପ ବୁଲି ଆଧ୍ୟାତ୍ମିକ ଭାବଧାରାର ସୁଧାମଞ୍ଜି ବପନ କରିବା ସହ ପୂଜା କାର୍ଯ୍ୟରେ ଭାଗନେଇଥିଲେ ସଂଗଠକ ଓ ଯୁବନେତା ବର୍ଗ । ପବିତ୍ର ମହା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବହୁ ଗ୍ରାମରେ ଧୁମଧାମରେ କର୍ତିକେସ୍ୱର ପୂଜା ଅନୁଷ୍ଠିତ ହେଇ ଯାଇଛି ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଓ ସଂସ୍କୃତି ପରମ୍ପରା ବିକାଶ ନେଇ ପୂଜା ମଣ୍ଡପମାନ ନିଜର ପ୍ରୟାସ ଜାରି ରଖିଛନ୍ତି । ଆମ ସଂସ୍କୃତିକୁ ଭଲ ପାଉ ଯୁବ ସଂଗଠକ ସମାଜସେବୀ ତଥା ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ସଭାପତି ଇଂ.ଗିରିଜା ଶଙ୍କର ପତି,ସମାଜସେବୀ ପ୍ରଭାତ କୁମାର ଦେବତା,କୃଷକ ନେତା ଦେବୀ ପ୍ରସାଦ ପତି, ଅବସରପ୍ରାପ୍ତ ପୂର୍ବତନ ସୈନିକ ଶ୍ରୀ ବିଶ୍ବରଂଜନ ଜେନା,ପୀୟୁଷ ପରିଡ଼ା,ନେତା ଅନିଲ ମହାପାତ୍ର,ରଞ୍ଜନ ନାୟକ,ରାକେଶ ରାଉତ,ଯୁବରାଜ ପଣ୍ଡା,ସତ୍ୟବ୍ରତ ମହାନ୍ତି,ତାପସ ମହାପାତ୍ର,ସଚ୍ଚିକାନ୍ତ ବେଉରା,ତ୍ରିଲୋଚନ ପତି,ରୁଦ୍ର ନାରାୟଣ ଜେନା,ଅନାଦି ଚରଣ ବେହେରାଙ୍କ ସହ ବହୁ ସଂସ୍କୃତି ପ୍ରେମୀ ଯୋଗ ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରୋଟ୍ରାକ୍ଟ କ୍ଲବ୍ ସମୁହର ମିଳିତ ଆନୁକୂଲ୍ୟରେ ଆର.ଜି.ଏଚ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

Sunil Chandra Nayak

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

masiha

Leave a Comment

error: Content is protected !!