ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ଵାଦିକଙ୍କ ମାତୃ ବିୟୋଗ 

ସାମ୍ଵାଦିକଙ୍କ ମାତୃ ବିୟୋଗ 

ମୟୂରଭଂଜ -୧୭/୧୧:   ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ରାମଦୋଳି ଯୁବ ଶକ୍ତିର ସଂସ୍ଥାପକ ତଥା ଦୈନିକ ସମ୍ବାଦପତ୍ର କାଳାନ୍ତର ର ଉପଖଣ୍ଡ ପ୍ରତିନିଧି ବିଜାତଳା ବ୍ଲକ୍ ନୂଆଗାଁ ଗ୍ରାମର ବାସିନ୍ଦା ସୁରେନ୍ଦ୍ର ମୁଣ୍ଡାଙ୍କ ମାତା ଗୁରୁବାରୀ ମୁଣ୍ଡା(୭୬)ଙ୍କ ଆଜି ପରଲୋକ ଘଟିଛି l କିଛି ଦିନ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପରେ ଗାଁକୁ ଅଣା ଯାଇଥିଲା l ଆଜି ତାଙ୍କରି ଦେହ ପୁଣି ଥରେ ଖରାପ ହେବା ପରେ ତାଙ୍କୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି ହୋଇଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ଘଟିଥିବା ଜଣା ପଡ଼ିଛି l ସ୍ୱର୍ଗୀୟ ଗୁରୁବାରୀଙ୍କର ଦୁଇ ପୁଅ ବୀରେନ୍ଦ୍ର ଓ ସୁରେନ୍ଦ୍ର ତାଙ୍କରି ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ 

masiha

ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ମିଳିଲା କାୟାକଳ୍ପ ପୁରସ୍କାର

masiha

Leave a Comment

error: Content is protected !!