ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

କେନ୍ଦ୍ରାପଡ଼ା : ତା 21/11/25(ମସିହା ନିୟୁଜ)କେନ୍ଦ୍ରାପଡ଼ା ଜିଲ୍ଲା ରେ ଶିକ୍ଷାବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ନୂତନ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଯୋଗଦାନ ର ଚାରି ଓ ପାଞ୍ଚ ମାସ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ରେ ସବୁ ବ୍ଲକ୍ ର ଶିକ୍ଷା ବ୍ୟବସ୍ଥା ରେ କିଛି ସୁଦାର ଆସିଛି।ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ଙ୍କ ଯୋଗ ଦାନ ଓ ତାଙ୍କ ର କେନ୍ଦ୍ରାପଡ଼ା ର ସମସ୍ତ ବ୍ଲକ୍ କୁ ଘନ୍ ଘନ ଗ୍ରସ୍ତ କରିବା ଫଳରେ ଧୀରେ ଧୀରେ ସବୁ ବ୍ଲକ୍ ର ଶିକ୍ଷା ବ୍ୟବସ୍ଥା ରେ ଉନ୍ୟତି ହେବା ରେ ଲାଗିଛି।ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ୍ ର ଶିକ୍ଷାଧିକାରୀ ଶହ ଆଲୋଚନା କରିବା ଓ କୋଉ ବ୍ଲକ୍ ରେ କଣ କଣ ସମସ୍ୟା ରହିଛି ସେଇ ସମସ୍ୟା ଗୁଡ଼ିକ ସମାଧାନ କରିବା ଓ କିଛି ବ୍ଲକ୍ ରେ ଥିବା ସ୍କୁଲ ମାନଙ୍କ ରେ ଶିକ୍ଷକ ଅଭାବ ଥିଲା ବେଳେ ତାକୁ ପୂରଣ କରିବା ଦ୍ୱାରା ଧୀରେ ଧୀରେ କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥା ସୁଧୁରି ବାରେ ଲାଗିଛି। ନୂତନ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସବୁ ବ୍ଲକ୍ ର ଶିକ୍ଷାଧିକାରୀ ଅଫିସ କୁ ଘନ ଘନ ଯିବା ଓ ବ୍ଲକ୍ ଶିକ୍ଷାଧିକାରୀ ଙ୍କୁ ବ୍ଲକ୍ ରେ ଥିବା ସ୍କୁଲ ରେ କେମିତି ଶିକ୍ଷା ର ସୁଧାର ଆସିବ ସେମାନଙ୍କୁ ତାଗିଦ୍ କରିବା ଦ୍ୱାରା ଆସ୍ତେ ଆସ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ୍ ମାନଙ୍କ ରେ ଥିବା ସ୍କୁଲ ମାନଙ୍କ ରେ ଶିକ୍ଷା ବ୍ୟବସ୍ଥା ସୁଧୁରି ବାରେ ଲାଗିଛି।ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ବ୍ଲକ୍ ସ୍କୁଲ କୁ ଘନ ଘନ ଗ୍ରସ୍ତ କରିବା ଦ୍ୱାରା ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ରେ ଭୟ ର ବାତାବରଣ ସୃଷ୍ଟି ହେବା ଦ୍ବାରା ସମସ୍ତ ବ୍ଲକ ରେ ଥିବା ସ୍କୁଲ ମାନଙ୍କ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଠିକ୍ ସମୟ ରେ ସ୍କୁଲ ଆସିବା ର ଦେଖିବାକୁ ମିଳୁଛି।ଯୋଉ ବ୍ଲକ୍ ର କୌଣସି ସ୍କୁଲ ର ଅଭିଭାବକ ଙ୍କ ଠାରୁ କିଛି ଅଭିଯୋଗ ଶୁଣିଲେ ସଙ୍ଗେ ସଙ୍ଗେ ସେଇ ସ୍କୁଲ କୁ ଗ୍ରସ୍ତ କରି ତାହା ର ସମାଧାନ କରିବା ପାଇଁ ଲାଗି ପଡ଼ିବା ଦ୍ଵାରା ସମସ୍ତ ବ୍ଲକ୍ ରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଲୋକ ପ୍ରୀୟତା ବଢିବାରେ ଲାଗିଛି।ଯୋଉ ବ୍ଲକ୍ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ କିଛି ଅଭିଯୋଗ ଆସିଲା ତାହା ର ଶୁଣାଣି କରି ଦୋଷୀ ଶିକ୍ଷକ ଓ ଶିକ୍ଷୟତ୍ରୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଶିକ୍ଷକ ଓ ଶିକ୍ଷୟତ୍ରୀ ,କର୍ମଚାରୀ ଙ୍କ ମହଲ ରେ ଆତଙ୍କ ସୃଷ୍ଟି ହୋଇଛି।ସମସ୍ତ ବ୍ଲକ୍ ରେ ଥିବା ଶିକ୍ଷାଧିକାରୀ ଅଫିସ କୁ ଘନ ଘନ ଗ୍ରସ୍ତ କରିବା ଓ ସେଇ ବ୍ଲକ୍ ର ସ୍କୁଲ ମାନଙ୍କ ର ସମସ୍ୟା ବ୍ଲକ୍ ଶିକ୍ଷାଧିକାରୀ ଙ୍କ ଠାରୁ ଶୁଣିବା ଓ ସେଇ ସମସ୍ୟା ଯଥା ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଜିଲ୍ଲା ର ନୂତନ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ।କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥା ସୁଧୁରି ବାରେ ଲାଗି ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ଜନସାଧାରଣ ,ବୁଦ୍ଧିଜୀବୀ, ସମାଜ ସେବୀ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି।ଆଗାମୀ ଦିନ ରେ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲା କୁ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ତାହା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରେ ଥିବା ସମସ୍ତ ବ୍ଲକ ରେ ଥିବା ସ୍କୁଲ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ରେ ଆହୁରି ସୁଧାର ଆସନ୍ତା ବୋଲି ଶିକ୍ଷାବିତ୍ ମାନେ ମତ ଦେଇଛନ୍ତି। 

ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ବ୍ଲକ ଅଧ୍ୟକ୍ଷଙ୍କ ସହାୟତାରେ ଗାଁକୁ ଫେରିଲା ମୃତ ଶରୀର

Sunil Chandra Nayak

Preparatory Meeting Held for the Celebration of the 3rd Death Anniversary of Smt.Sanjukta Devi.

Sunil Chandra Nayak

ଗୌଡ଼ କଷ୍ଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି,ସ୍ବାମୀ ବିବେକାନନ୍ଦ,ଓ ମହତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

Leave a Comment

error: Content is protected !!