ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ନିର୍ମାଣଧିନ ନୂତନ ତାଳଚେର ସାର କାରଖାନା ର ପ୍ରଥମ ସାମ୍ବାଦିକ ସମ୍ମିଳନୀ “

” ନିର୍ମାଣଧିନ ନୂତନ ତାଳଚେର ସାର କାରଖାନା ର ପ୍ରଥମ ସାମ୍ବାଦିକ ସମ୍ମିଳନୀ “

ତାଳଚେର, 26/11. ତାଳଚେର ସାର କାରଖାନାକୁ ପୁନଃ ଉଦ୍ଧାର ଏବଂ ଆଧୁନିକ ଜ୍ଞାନ କୌଶଳ ରେ ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ଆଜି ଫଳବତୀ ହୋଇଥିବାରୁ ତାଳଚେର ସାର କାରଖାନାର କାର୍ତ୍ତ୍ତୃପକ୍ଷ ଆଜି ସାର କାରଖାନା ଶତୁରି ପ୍ରତିଶତ କାର୍ଯ୍ୟର ସମାପନ ହୋଇଥିବା ଗଣମଧ୍ୟମଙ୍କ ଠାରେ ପ୍ରକାଶ କରି ଅଛନ୍ତି l ମୁଖ୍ୟତଃ ପ୍ରିଲିଙ୍ଗ ଟାୱାର, ଚିମିନୀ, କୋଇଲା ବାଷ୍ପୀୟ କରଣ ଢାଞ୍ଚା, କୋଇଲା ମିଲିଙ୍ଗ ଢାଞ୍ଚା, ୟୁରିଆ ପ୍ରସ୍ତୁତିର ମୁଖ୍ୟ ଢାଞ୍ଚା କାମ ସୂଚାରୁ ରୂପେ ସମାପ୍ତି ହୋଇସାରିଛି l ତାଛଡା ରେଲୱେବ ସ୍ଲାଇଡିଙ୍ଗ ଏବଂ ସାର କାରଖାନା ନିମନ୍ତେ ଆବଶ୍ୟକୀୟ ଜଳ ଯୋଗାଣ କାର୍ଯ୍ୟ ତତ୍ପରତା ସହ ଚାଲୁଥିବା ଜଣେଇଛନ୍ତି l 

ତାଳଚେର ସାର କାରଖାନା ବାର ହଜାର ଦୁଇଶହ ପଚାଶ କୋଟି ର ଋଣ ରାଜିନାମାର ସ୍ୱୀକୃତି ପ୍ରାପ୍ତ କରିଥିବା କାର୍ତ୍ତ୍ତୃପକ୍ଷ ଜଣାଇଛନ୍ତି, ଏହି ନୂତନ ସାର କାରଖାନାକୁ GAIL, CIL, ଓ RCF ଭଳି ପ୍ରତିଷ୍ଠିତ କମ୍ପାନୀଙ୍କ ସହଯୋଗ ଏହି ସାର କାରଖାନାକୁ ସାର ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବାରେ ଏକ ପ୍ରାମାଣିକ କମ୍ପାନୀର ମାନ୍ୟତା ଲାଭ କରିବା ସହିତ ପରୋକ୍ଷ ଏବଂ ପ୍ରତକ୍ଷରେ ରୋଜଗାର ସୃଷ୍ଟି କରିବାରେ ସହାୟକ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ l

Related posts

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର 

masiha

ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିବିର ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!