ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ମାଲିକ ସଂଘ ଗୃହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଟ୍ରକ ମାଲିକ ସଂଘ ଗୃହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଜୁନାଗଡ଼,୧/୧୨(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ କଳାହାଣ୍ଡି ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଜୁନାଗଡ଼ ଶାଖା ପକ୍ଷରୁ ନିଜର ନବନିର୍ମିତ ଗୃହ ପ୍ରତିଷ୍ଠା କରାଯାଇଛି।ଜୁନାଗଡ଼ ଶାଖା ସଭାପତି ତାପସ ସାହୁ ନୂତନ ଗୃହକୁ ଉଦଘାଟନ କରିଥିଲେ।କର୍ତାଭାବେ ବିଶ୍ୱ ସାହୁ ସପତ୍ନୀକ ଦାଇତ୍ୱ ତୁଲାଇଥିଲେ।ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ହିମାଦ୍ରୀ ନାଏକ,କେସିଙ୍ଗା ଟ୍ରକ ୟୁନିୟନ ସଭାପତି ହିମାଂଶୁ ଦାସ, ଭବାନୀପାଟଣା ସଭାପତି ମେରୁ ସିଂ, ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପଙ୍ଗୁଳା ମହାନ୍ତି, କାଲି ପଧାନ,ରାଜେଶ ମିଶ୍ର, କୃତି ବେମାଲ, ସମରେନ୍ଦ୍ର ପଧାନ,ପପୁ ଭଞ୍ଜ, ବବଲୁ ଠାକୁର,କାହ୍ନୁ ପଣ୍ଡା ପ୍ରମୁଖଙ୍କ ସମେତ ଅନେକ ଟ୍ରକମାଳିକ ଓ ସହରରଲୋକେ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

masiha

ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେରରେ ଉଭୟ ପରିବାରବର୍ଗ!

masiha

ପାଠାଗାର ରେ ଭାଗବତ ଚର୍ଚ୍ଚା 

masiha

Leave a Comment

error: Content is protected !!