ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପ୍ରାଣ ମହିଳାଙ୍କ ପରଲୋକ

ଧର୍ମପ୍ରାଣ ମହିଳାଙ୍କ ପରଲୋକ

ଜୁନାଗଡ଼: ଆଜି ସକାଳ ୮.୦୦ ଘଣ୍ଟା ସମୟରେ ସ୍ୱର୍ଗୀୟ ଅମାନୁଦ୍ଦିନ ଖାନ୍ (ଅମୁ ଆଜ୍ଞା) ଙ୍କ ସହଧର୍ମିଣୀ ଶ୍ରୀମତୀ କରୀମୁଁନନିଶା ୬୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ଵର୍ଗତ କରୀମୁନ୍ ନିଶା ଏକ ମୃଦୁଭାଷି, ମେଲାପି ମହିଳା ଥିଲେ ।ବିଗତ କିଛି ମାସରୁ ସେ ଅସୁସ୍ଥ ଥିଲେ ଏବଂ ଚିକିତ୍ସାଧୀନ ଥିଲେ।ତାଙ୍କ ମୃତ୍ୟୁ ସମୟରେ ପୁତ୍ର କଲିମୁଦ୍ଦିନ ଖାଁ, ବଧୂ,ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଜୁନାଗଡ ସହରରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ଆଜି ଅପରାହ୍ନ ରେ ତାଙ୍କର ଅନ୍ତିମ ସଂସ୍କାର ମୁସଲିମ ରୀତି ନିୟମ ଅନୁଯାୟୀ କରାଯାଇଛି।

ତାଙ୍କ ପତି, ସ୍ୱର୍ଗୀୟ ଅମାନୁଦ୍ଦିନ୍ ଖାଁ ୨୦୨୩ ଫେବୃୟାରୀ ୧୬ ରେ ଦେହତ୍ୟାଗ କରିଥିଲେ।

(ବିଦ୍ୟାଧର ସାହୁଙ୍କ ରିପୋର୍ଟ)

Related posts

ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ

masiha

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

Leave a Comment

error: Content is protected !!