ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭଉଣୀ ଘର ଯାଇ ନିଖୋଜ ମହିଳା

ଭଉଣୀ ଘର ଯାଇ ନିଖୋଜ ମହିଳା

କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ଗାଁରୁ ଜଣେ ମହିଳା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ମହିଳାଙ୍କ ନାମ ସୁଷମା ଦୀପ (୩୬),ସେ ଗୁରୁବାରୁ ଦୀପତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ସେ ଘରୁ ବାହାରିଥିବା ପରେ ଆଉ ଫେରି ନାହାନ୍ତି। ଉକ୍ତ ମହିଳା ଜଣକ ତାଙ୍କ ଭଉଣୀ ଘର କୁ ଯାଇ ନିଖୋଜ ହୋଇଥିବା ଜଣା ପଡ଼ିଛି ତାର ତିନି ଛୁଆ ଓ ସ୍ୱୀମି ନିବେଦନ କରିଛନ୍ତି କି ସହୃଦୟ ବ୍ୟକ୍ତି କେଁଉଠି ଦେଖି ଲେ ଯୋଗାଯୋଗ କରିବା କୁ ଅନୁରୋଧ କରିଛନ୍ତି ମୋବାଇଲ ନମ୍ବର “୭୨୦୫୬୩୯୮୭୭” ଏହି ମୋବାଇଲ ନମ୍ବର ଯୋଗାଯୋଗ କରିବା ନିମନ୍ତେ ଆବେଦନ କରିଛନ୍ତି  ।

ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପକ୍ଷରୁ ତୁରେକେଲା ଥାନାରେ ଏତଲା ଦିଆଯାଇଛି। ପୋଲିସ ମାମଲା ରୁଜୁ କରି ନିଖୋଜ ମହିଳାଙ୍କ ସନ୍ଧାନ ଆରମ୍ଭ କରିଛି।

ମୀନକେତନ ମିଆଲ ଙ୍କ ରିପୋର୍ଟ୍

Related posts

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

Leave a Comment

error: Content is protected !!