ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବାଶିଷ ମିଶ୍ର ଙ୍କ କବିତା ପରୀଟିଏ

ପରୀଟିଏ

                         ଦେବାଶିଷ ମିଶ୍ର

 

ପରୀଟିଏ କେହି କଣ ଅନୁଭବ କଲ ।

କେମିତି ଆସିଲା ମୋର ଅଧୁରା ଜୀବନେ

ଶାନ୍ତ ହୋଇଲା ଦେଖି ତାର ତନୁ ମନ ।

ତଥାପି ଏବେ ଶାନ୍ତ ହେଇ ନାହିଁ ମୋ ମନ

ହେଇ ଥାନ୍ତା ପାଖରେ ଥାଇ ପ୍ରେମ କଲେ ରାତିଦିନ ।

 

ରାତିଦିନ ତୁମ ଇଚ୍ଛା ପୁରା କରିବାକୁ ମୁଁ ଅଛି ।

ରୂପ ଯଉବନ ଆଉ ହସ ତମର ପଡୁଥାଉ ଝଲସି

ନିରେଖି ଚାହିଁଲେ ତମର ରୂପ ଯଉବନ

ମୁନି ମାନେ ତପ ଭୁଲି ହେବେ ଧ୍ୟାନ ଭଗ୍ନ ।

 

ତଥାପି ପ୍ରିୟତମା ନ ବୁଝେ ମନ ତମକୁ ଦେଖି ।

ଯେତେ ଦେଖୁ ଥିଲେ ଲାଗ ସଜ ଫୁଟା ଫୁଲ ପରି

ହରି ନେଉଥାଏ ମନ ତମ ନୟନ ଯୁଗଳ ।

ଶଙ୍ଖ ପରି ଦେହ ତମର ଚାନ୍ଦ ତମ ବଦନ

ପୀରତି ନିଶାରେ ଭରା ତମ ଦୁଇ ନୟନ ।

 

ହାତ ତମ ଧରି ଧିରେ ପାରି ହେଇଯିବି ସଂସାର

ମୋ ମନରେ ତୁମ ରୂପ ଯେହ୍ନେ ଗୋଲାପର ଫୁଲ ।

ମନକଥା କେ ବୁଝି ପାରିଛି ସେ ଏକା ପ୍ରୀୟା ମୋର

ତୁମ ପାଇଁ ଜନ୍ମି ଅଛି ମର୍ତ୍ତ୍ୟେ ବହି ହୋଇ ନର 

ସୁଖ ଦୁଃଖ ଯାହା ଆସୁ କେବେ କରିବନି ମତେ ପର।

Related posts

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

ସଟ ସର୍କିଟ ରେ ଦୁଇ ପରିବାର ଘର ଜଳି ଯାଇ ପାଉଁଶ , ଅଳ୍ପକେ ବର୍ତିଲେ ପରିବାର ଲୋକେ , ପ୍ରଶାସନ ପକ୍ଷରୁ ସହାୟତା

Sunil Chandra Nayak

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ସାଂସଦ ସୁଜିତ କୁମାର ଙ୍କ # ଆସ_ଗଢ଼ିବା_ସବୁଜ_ଓଡିଶା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!