Uncategorizedସସ୍ମିତେଶ ସାହୁ ଙ୍କ କବିତା ମା by Sunil Chandra NayakMay 8, 20220230 Share0 ମା ମା ସେ କେବଳ ଏକ ଡାକ ନୁହେଁ ଏକ ଶବ୍ଦ ନୁହେଁ ସେ ଏକ ହୃଦୟର ଅନ୍ତରର ମନର ଭାବନାର ପ୍ରେମର ପ୍ରୀତିର ଆଶାର ଭରସାର ବିଶ୍ଵାସର ଆଉ ଜୀବନର ଏକ ନିଆରା ସ୍ୱର୍ଗୀୟ ଅନୁଭବ .. ସସ୍ମିତେଶ ସାହୁ ଶଙ୍ଖଚିଲା,ଯାଜପୁର