ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ମା

ମା

 

ମା

ସେ କେବଳ 

ଏକ ଡାକ ନୁହେଁ

ଏକ ଶବ୍ଦ ନୁହେଁ 

ସେ ଏକ 

           ହୃଦୟର

           ଅନ୍ତରର

           ମନର

           ଭାବନାର

           ପ୍ରେମର

           ପ୍ରୀତିର

           ଆଶାର

           ଭରସାର

           ବିଶ୍ଵାସର

           ଆଉ

           ଜୀବନର

ଏକ ନିଆରା ସ୍ୱର୍ଗୀୟ ଅନୁଭବ ..

 

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

ବିପଦ ସଂକୁଳ ଅବସ୍ଥାରେ ଚାରବାହାଲ ୟୁ ପି ସ୍କୁଲ ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରୁପ୍ରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ, ବାର୍ଷିକ ପରୀକ୍ଷା ଫଳ ଘୋଷଣା ଓ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!