ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧକୁ ନେଇ ଆଗେଇ ଚାଲିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ବାଲେଶ୍ଵର,୧୬/୧୦ ୨୨- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ଵାଟ୍ସଆପ୍ ଗୃପରେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧକୁ ନେଇ ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା ଚାଲିଛି । ଏହା ଗତ ତା ୧୧/୯/୨୦୨୨ ରିଖ ଠାରୁ ଆରମ୍ଭ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଇଚ୍ଛୁକ ସାରସ୍ବତ ସାଧକ ଓ ସାଧିକା ମାନେ ଏଥିରେ ଯୋଗ ଦେଉଛନ୍ତି । ସମସ୍ତେ ନିଜର ପାରିବାରିକ ଓ କର୍ମମୟ ଜଞ୍ଜାଳ ଭିତରେ ରହି ମଧ୍ୟ ସୁନ୍ଦର ସୁନ୍ଦର ଲେଖା ଲେଖି ମୋ-୯୮୫୩୧୪୨୫୧୦ କୁ ପଠାଉଛନ୍ତି । ସେଥିପାଇଁ ସେମାନଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭେଚ୍ଛା । ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ଯାୟ ଶେଷ ହୋଇଛି । ଏହି ୪ଗୋଟି ପର୍ଯ୍ଯାୟରେ ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରାଗଲା ।

    ପ୍ରଥମ ପର୍ଯ୍ଯାୟ(୧୧/୯/୨୨) ପ୍ରସଙ୍ଗ ଥିଲା- ଜୀବନ ନୌକାର ନାଉରୀ କିଏ ? ଏଥିରେ ଉର୍ମିଳା ମହାନ୍ତି, ନବରଙ୍ଗପୁର, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, ଛବିରାଣୀ ପତି, ଜଗତସିଂହପୁର, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ରଶ୍ମିତା ଧଳ, ଚୌଦାର, କଟକ, ସୁକାନ୍ତ ଖଣ୍ଡା, କେନ୍ଦୁଝର, ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ପ୍ରିୟମ୍ବଦା ରାଉତ, ମାଲକାନଗିରି, ସଂହିତା ଜେନା, ଜଗତସିଂହପୁର, ଗୀତାଞ୍ଜଳି ସ୍ବାଇଁ, ଖୋର୍ଦ୍ଧା, ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼, ଧରିତ୍ରୀ ଦାସ, ଯାଜପୁର, ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର, କର୍ଣ୍ଣାଟକ, ଲୀଳାବତୀ ବେହେରା, ବରଗଡ, ପ୍ରତିମା ରାଜ, ନୂଆପଡା, ଅଶୋକ ନାୟକ, ନୟାଗଡ଼, ସଂଯୁକ୍ତା ସାହୁ, ଜଗତସିଂହପୁର ଓ ବିମଳିନୀ ଦାଶ, ଝାରସୁଗୁଡା ।

     ଦ୍ବିତୀୟ ପର୍ଯ୍ଯାୟ ପ୍ରସଙ୍ଗ ଥିଲା- ପୁଅ ପଚାରୁଛି ମା’କୁ ବାପା ମୁଁ ଡାକିବି କାହାକୁ ? ଏଥିରେ ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ପ୍ରତିମା ରାଜ, ନୂଆପଡା, ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ସୁକାନ୍ତ ଖଣ୍ଡା, କେନ୍ଦୁଝର ଓ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ।

      ତୃତୀୟ ପର୍ଯ୍ଯାୟ ପ୍ରସଙ୍ଗ ଥିଲା- ଶାରଦୀୟ ଦୁର୍ଗାପୂଜା । ଏଥିରେ ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ସୁକାନ୍ତ ଖଣ୍ଡା, କେନ୍ଦୁଝର, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ସବିତା ଶତପଥୀ, ଭୁବନେଶ୍ୱର, ସଂଯୁକ୍ତା ସାହୁ, ଜଗତସିଂହପୁର ଓ ପ୍ରିୟମ୍ବଦା ରାଉତ, ମାଲକାନଗିରି ।

       ସେହିପରି ଚତୁର୍ଥ ପର୍ଯ୍ଯାୟ ପ୍ରସଙ୍ଗ ଥିଲା- ମୋ ଗାଆଁର ଆତ୍ମକଥା । ଏଥିରେ ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ସୁସ୍ମିତା ମହାପାତ୍ର, ରାଉରକେଲା ଏବଂ ପ୍ରିୟମ୍ବଦା ରାଉତ, ମାଲକାନଗିରିରୁ ଅଂଶ ଗ୍ରହଣ କରି ଅନୁଷ୍ଠାନର ଶୋଭାବର୍ଦ୍ଧନ କରିବାରେ ସହାୟକ ହୋଇଥିବାରୁ ସମସ୍ତଙ୍କୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସହ-ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ସଭାପତି ନାରାୟଣ ଚନ୍ଦ୍ର ସେନାପତି, ସମୀକ୍ଷାକାରିଣୀ ସରସ୍ୱତୀ ପଣ୍ଡା ଓ ତାନଶ୍ରୀ ପାଣିଗ୍ରାହୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ସାହିତ୍ୟ ଚଲାପଥ କୁସୁମିତ ନିମନ୍ତେ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହିତ ପରିବାରବର୍ଗ ସାହିତ୍ୟ ପାଇଁ ଏ ସୁଯୋଗ ଦେଉଥିବାରୁ ସମଗ୍ର ପରିବାରକୁ ଭଗବାନ ସୁଖଶାନ୍ତି ପ୍ରଦାନ କରନ୍ତୁ ବୋଲି ସଂପାଦକ ଶ୍ରୀ ବେହେରାଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ/ସଦସ୍ୟା ମାନେ ମହାପ୍ରଭୁଙ୍କ ଠାରେ ନିବେଦନ ରଖିଛନ୍ତି ।

    ଆଜି(୧୬/୧୦/୨୨) ଚାଲିଛି ପଞ୍ଚମ ପର୍ଯ୍ଯାୟ । ପ୍ରସଙ୍ଗ ଅଛି – କ୍ଷମାକର ଜଗନ୍ନାଥ । ଦେଖାଯାଉ ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ କାହାକୁ କି ପ୍ରକାର କ୍ଷମା ପ୍ରଦାନ କରୁଛନ୍ତି । ଦେଖିବାକୁ ବାକି ରହିଲା । ଜୟ ଜଗନ୍ନାଥ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆସ କିଛି ଜାଣିବା…..

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

Sunil Chandra Nayak

ଭାଲୁଖାଇ କଲୋନୀ ବାସିନ୍ଦା ଙ୍କ ବିରୋଧ – ଜାତୀୟ ରାଜପଥ ନିର୍ମାଣ ସ୍ଥଗିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort