ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

ଜୁନାଗଡ଼,୨୮/୩(ମନୀସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ମହା ସମାରୋହରେ ଅନୁଷ୍ଟିତ ହୋଇଛି ।ଏହି ଅବସରରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ପୋଖରୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।ଏଥିରେ କର୍ତ୍ତା ଭାବେ ଗମ୍ଭୀର ଠେଲା ଏବଂ ତାଙ୍କ ପତ୍ନୀ ଗୋଲାପୀ ଠେଲା ଦାୟିତ୍ୱ ତୁଳାଇଥିବା ବେଳେ ପୂଜକ ଭାବେ ଅଜିତ ପୁରୋହିତ ଦାୟିତ୍ୱ ସମ୍ପାଦନା କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ସୁଶୀଲ କୁମାର ମାଝି ,ଉପ ସଭାପତି ଦିଗାମ୍ବର ଠେଲା ,ସମ୍ପାଦକ ଶଙ୍କର ପୁଝାରି ,ସହ ସମ୍ପାଦକ ଦୁଷ୍ମନ୍ତ ଠେଲା ଏବଂ କୋଷ।ଧକ୍ଷ ଭାବେ ଜଗତ ମୋହନ ବାଗ ଦାୟିତ୍ୱ ତୁଲାଇଥିଲେ ।ଷୋହଳ ପ୍ରହର ନାମ ଯଜ୍ଞରେ ଉପଦେଷ୍ଟା ମଣ୍ଡଳୀ ଏବଂ ରାଜପୁର ଗ୍ରାମ ବାସୀମାନେ ସହଯୋଗ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚିଚୈଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

masiha

କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ଦବଙ୍ଗଗିରି/ ଅତିଷ୍ଠ ହୋଇ ବଦଳି ଦାବିନେଇ ଧାରଣାରେ ଗ୍ରାହକ

Sunil Chandra Nayak

ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା … ସ୍ୱାତୀ ମହାକୁଡ ୫୭୭ ମାର୍କ ରଖି ଜିଲ୍ଲା ରେ ପ୍ରଥମ,ଧର୍ମଗଡ଼ ର ଜୋସେଫ ନାଏକ ୫୪୦ ମାର୍କ ରଖି A1 ରେ ଉତ୍ତୀର୍ଣ୍ଣ

Leave a Comment

error: Content is protected !!