ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

ଜୁନାଗଡ଼,୨୮/୩(ମନୀସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ମହା ସମାରୋହରେ ଅନୁଷ୍ଟିତ ହୋଇଛି ।ଏହି ଅବସରରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ପୋଖରୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।ଏଥିରେ କର୍ତ୍ତା ଭାବେ ଗମ୍ଭୀର ଠେଲା ଏବଂ ତାଙ୍କ ପତ୍ନୀ ଗୋଲାପୀ ଠେଲା ଦାୟିତ୍ୱ ତୁଳାଇଥିବା ବେଳେ ପୂଜକ ଭାବେ ଅଜିତ ପୁରୋହିତ ଦାୟିତ୍ୱ ସମ୍ପାଦନା କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ସୁଶୀଲ କୁମାର ମାଝି ,ଉପ ସଭାପତି ଦିଗାମ୍ବର ଠେଲା ,ସମ୍ପାଦକ ଶଙ୍କର ପୁଝାରି ,ସହ ସମ୍ପାଦକ ଦୁଷ୍ମନ୍ତ ଠେଲା ଏବଂ କୋଷ।ଧକ୍ଷ ଭାବେ ଜଗତ ମୋହନ ବାଗ ଦାୟିତ୍ୱ ତୁଲାଇଥିଲେ ।ଷୋହଳ ପ୍ରହର ନାମ ଯଜ୍ଞରେ ଉପଦେଷ୍ଟା ମଣ୍ଡଳୀ ଏବଂ ରାଜପୁର ଗ୍ରାମ ବାସୀମାନେ ସହଯୋଗ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡିଗ୍ରୀ ମହାବିଦ୍ୟାଳୟର ନୂତନ ଭିତ୍ତିଭୂମି ପାଇଁ ଶିଳାନ୍ୟାସ କଲେ ବିଧାୟକ 

Sunil Chandra Nayak

ବିନା ସୂଚନା ଫଳକ ରେ ଚାଲିଛି କାମ ,  ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ

masiha

ଅଂଶୁଘାତରେ ମହିଳା ମୃତ 

masiha

Leave a Comment

error: Content is protected !!