ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନୂତନ ତହସିଲଦାର ଭାଵେ ଭବାନୀ ପ୍ରସାଦ ସାହୁଙ୍କ ଯୋଗଦାନ; ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ମଚାରୀ ବୃନ୍ଦ

ରାଇରଙ୍ଗପୁରରେ ନୂତନ ତହସିଲଦାର ଭାଵେ ଭବାନୀ ପ୍ରସାଦ ସାହୁଙ୍କ ଯୋଗଦାନ; ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ମଚାରୀ ବୃନ୍ଦ

ରାଇରଙ୍ଗପୁର – ୫/୦୪ — ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ନବ ନିଯୁକ୍ତ ତହସିଲଦାର ଭବାନି ପ୍ରସାଦ ସାହୁ ଆଜି ଯୋଗଦାନ କରିଛନ୍ତି ।ଇତି ପୂର୍ବରୁ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଯାଇଛି ।ନୂତନ ତହସିଲଦାର ଯୋଗ ଦେବା ଅବସରରେ ଅତିରିକ୍ତ ତହସିଲଦାର, ରେଭିନ୍ଯୁ ଇନ୍ସପେକ୍ଟରସମସ୍ତ ଆର ଆଇ, ଏ ଆର ଆଇ, ଅମିନ ଏବଂ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।ନବ ନିଯୁକ୍ତ ତହସିଲଦାର କହିଥିଲେ ସରକାରଙ୍କ ନିର୍ଦେଶ ଏଵଂ ଜନସାଧାରଣଙ୍କୁ ସୁସେଵା ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ ।ସରକାରଙ୍କ କାର୍ଯ୍ଯନାମାକୁ ଟିମ୍ ଓ୍ବାର୍କ ଭାବେ ଆମେ ସମସ୍ତେ ମିଳିତ ଭାବେ ଆଗେଇନେବା ।ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

ଵହଳଦା ଥାନା ; ଜାତୀୟ ରାଜପଥ ୨୨୦ ନମ୍ବର ନିମିଡିହି ଛକରେ ବାଛୁରିକୁ ଧକ୍କା ଦେଇ ଅଜଣା ଯୁବକ ଗୁରୁତର

Sunil Chandra Nayak

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

masiha

Leave a Comment

error: Content is protected !!