ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଆ ଏକ ମନ୍ଦିରର ଅଡିସନ

ମାଆ ଏକ ମନ୍ଦିରର ଅଡିସନ

ରାଉରକେଲା: ରାଉରକେଲା ର ସାମାଜିକ ଅନୁଷ୍ଠାନ ଉପହାର ତରଫରୁ ଆୟୋଜିତ ଶୁଭମ୍ ସିନେ ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ସିନେମା “ମାଆ ଏକ ମନ୍ଦିର ର ଅଡିସନ ସେକ୍ଟର ୨୦ ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଡିସନ ରେ ଓଡ଼ିଆ ,ହିନ୍ଦୀ ,ବେଙ୍ଗଲି ସିନେମା ର ଜଣାଶୁଣା ନିର୍ଦ୍ଦେଶକ ଡକ୍ଟର ମାଧବ ଚନ୍ଦ୍ର ପରିଡା ଓ ସତ୍ୟବ୍ରତ ଓଝା ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପାଖାପାଖି ୮୦ ଜଣ କଳାକାର ନିଜର ପ୍ରତିଭା ଦେଖାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପହାର ର ସଭାପତି ସୂର୍ଯ୍ୟକାନ୍ତ ସାହୁ ,ଲୋକସମ୍ପର୍କ ଅଧିକାରୀ ରାଜଲକ୍ଷ୍ମୀ ପ୍ରଧାନ,ରେଜିଷ୍ଟ୍ରାର ବିଜୟ କୁମାର ଦାସ, ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ସେଠୀ,କାର୍ଯ୍ୟକାରୀ ସଭାପତି ଚିନ୍ମୟ ପତି ,ସସ୍ମିତା ପରିଡା , କ୍ରୀଡା ସମ୍ପାଦକ ପ୍ରଫୁଲ୍ଲ ଜେନା, ବାବୁ ପରିଡା, ସଞ୍ଜୀବ ଏବଂ ପୁଷ୍ପ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପ୍ରଦୀପ

Sunil Chandra Nayak

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ , ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ନିତୀ ପ୍ରଣୟନ ଆବଶ୍ୟକ 

masiha

ମୁଁ କାହିଁକି ବୈଜ୍ଞାନିକ ହେବି କର୍ମଶାଳା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!