ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋହତ୍ୟାକାରି କୁ ରଙ୍ଗେହାତ୍ କାବୁ କଲେ ଗୋରକ୍ଷକ 

ଗୋହତ୍ୟାକାରି କୁ ରଙ୍ଗେହାତ୍ କାବୁ କଲେ ଗୋରକ୍ଷକ

ଭବାନୀପାଟଣା ଟାଉନରୁ କେବଳ ୧୦ କି.ମି. ଦୂରରେ ଶଗଡ଼ା ନିକଟସ୍ତ ଏକ ଗାଁରେ ନିରନ୍ତର ଭାବେ ଗୋମାତା ଙ୍କୁ କାଟି ଗୋମାଂସ ଭବାନୀପାଟଣା ଟାଉନକୁ ଆଣି ବିକ୍ରି କରାଯାଉଥିବା ସୂଚନା ପୁର୍ବରୁ  ମିଳୁଥିଲା। ଆଜି ଗୋଟିଏ ଗୁପ୍ତ ସୂଚନା ମୁତାବକ ସେହି ସ୍ଥାନରେ ନଗରର ଗୋସେବକ ମାନେ ଏକ ଦଳ ଗଠନ କରି ନିଜ ଜୀବନକୁ ବାଜିରେ ପକାଇ ସେହି ଗୋହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲେ । ଏହା ସହ ବିପୁଳ ମାତ୍ରାରେ କଟା ଯାଇଥିବା ଗୋମାଂସ ଜବତ କରି ପୁଲିସ ପ୍ରଶାସନକୁ ଡାକି ସେଠାରେ ତାଙ୍କୁ ହସ୍ତାନ୍ତର କରିଥିଲେ । ତେବେ କେବେ ଠାରୁ ଏହି ନିର୍ମମ କାର୍ଯ୍ୟ ଚାଲିଥିଲା ଓ ସେ ଭବାନୀପାଟଣା ର କାହାକୁ ଓ କେଊଁ ହୋଟେଲ କିମ୍ବା ଫାର୍ଷ୍ଟ ଫୁଡ୍ ସେଣ୍ଟର ଲୁ ଯୋଗାଉଥିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଗୋଇବକ ମାନେ ମତ ବ୍ୟକ୍ତ କରିଛନ୍ତି।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

Related posts

ଖାତିଗୁଡା ରେ ଯୁବକ ଙ୍କୁ ହତ୍ୟା : ମୃତଦେହ ଉଦ୍ଧାର ଚାଲିଛି ପୋଲିସ ର ତଦନ୍ତ

masiha

Vigilance Department Catches CDPO and Clerk Red-Handed in Rayagada

masiha

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

Sunil Chandra Nayak

Leave a Comment

error: Content is protected !!