ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟୀ ଫାଉଣ୍ଡେସନ ର ପଖାଳ ଦିବସ

ହ୍ୟୁମାନିଟୀ ଫାଉଣ୍ଡେସନ ର ପଖାଳ ଦିବସ.

ରାଉରକେଲା: ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଉପସ୍ଥିତ ସଭ୍ୟମାନେ ପଖାଳ ସହ ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନର ମଜା ଉଠାଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୁଭଶ୍ରୀ ସ୍ୱାଇଁ, ସହ-ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ତାରା କ୍ରିଷ୍ଣନମୂର୍ତ୍ତି, ରିନାରାଣୀ ସାହୁ, ରୁନୁ ଭୂୟାଁ , ସ୍ନିଗ୍ଧା ପୁହାଣ, ଲିପ୍ସା ନାୟକ, ପ୍ରିୟଙ୍କା ପାଣି, ଘନଶ୍ୟାମ ମିଶ୍ର , ବିଜୟ ସୁନ୍ଦରାୟ, ଶର୍ମିଲା ଦୀପ, ଆମ୍ରିତ୍ କୌର, ଶାନ୍ତିଲତା, ଶଶିଲତା ହୋତା , ଜ୍ୟୋତ୍ରିମୟ ଆଚାର୍ଯ୍ୟ ଓ ମହେଶ ପାଣଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶ୍ୱଜିତ୍ ରାଉତ, ଦେବିକା ମିଶ୍ର, କବିତା ଦଳେଇ, ମାନସୀ ନନ୍ଦ, ବସୁମତୀ ମହାନ୍ତି ଓ ଗୌରୀ କୁମ୍ଭାର, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପଖାଳର ମହତ୍ତ୍ୱ ଓ ଔଷଧୀୟ ଗୁଣ ତଥା ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ କିପରି ପ୍ରିୟ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଵତନ୍ତ୍ର ସଘନ ସଂଶୋଧନ ଉପରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

masiha

ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା

Leave a Comment

error: Content is protected !!