ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ୧୫. ପୁଟ ଗାତ ଭିତରେ ଖସି ପଡିଲା ବୋଲେର 

ଭାରସାମ୍ୟ ହରାଇ ୧୫. ପୁଟ ଗାତ ଭିତରେ ଖସି ପଡିଲା ବୋଲେର 

ବନ୍ଧୁଗାଁ ତା, ୮/୪/୨୬,କୋରାପୁଟ ଜିଲ୍ଲା ସୀମାନ୍ତକୁ ଲାଗିକି ରହିଥିବା ରାୟଗଡା ଜିଲ୍ଲା, ଟିଟିଝୋଲା ଗ୍ରାମର ରାଣୀ ଦୁର୍ଗା ମନ୍ଦିର ନିକଟରେ ଏକ ବୋଲେର ଭାରସାମ୍ୟ ହରାଇ ୧୫.ପୁଟ ଖାଇ ଭିତରେ ଖସି ପଡି ଯାଇଥିବାର ଦେଖିବାକୁ ମିଳିଛି l ଚାଳକ ଗୁରୁତ୍ୱର, ବୋଲେର ଟି ରାୟଗଡା ଜିଲ୍ଲାର ସିଙ୍ଗପୁର ଗ୍ରାମର ନିଲାବାଡି ଅଭିମୁଖେ ହୋଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗାତ ଭିତରେ ଖସି ପଡିଛି I

Related posts

କେରେଡି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ

Sunil Chandra Nayak

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

masiha

ପରଜଙ୍ଗ ବଜାରରେ ହାତୀ,ଭୟର ବାତାବରଣ 

Sunil Chandra Nayak

Leave a Comment

error: Content is protected !!