ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକ୍ ଅପ୍ ଭ୍ୟାନ ଦୁର୍ଘଟଣା , ୩୦ ରୁ ଉର୍ଦ୍ଧ ଲୋକ ଆହତ 

ପିକ୍ ଅପ୍ ଭ୍ୟାନ ଦୁର୍ଘଟଣା , ୩୦ ରୁ ଉର୍ଦ୍ଧ ଲୋକ ଆହତ 

ବନ୍ଧୁଗାଁ ତା ୮/୪/୨୬ ବନ୍ଧୁଗାଁ ଥାନା ଅନ୍ତର୍ଗତ ନିଲାବାଡ଼ି ଛାତ୍ରୀ ସେବା ଆଶ୍ରମ ନିକଟ ଠାରେ ରେ ଘଟିଛି ଏକ ବଡ଼ ଦୁର୍ଘଟଣା ।କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅଧିନରେ ରହିଥିବା ନିଲାବାଡି ଏସ.ଏସ.ଡି ସ୍କୁଲ ନିକଟରେ l ଗୁମୁଣାପୁଟ ଗ୍ରାମରେ ମହାଗୁଡା ଗ୍ରାମ ରୁ ବିବାହ ଭୋଜି ଖାଇବାକୁ ଯାଉଥିବା ସମୟରେ ଏହିପରି ଭାରସାମ୍ୟ ହରାଇ ଫିକପ ଦୃଘଟଣା ହଇଥିବାର ଦେଖିବାକୁ ମିଳିଛି l ଏମିତି ଭୟଙ୍କର ଦୃଘଟଣା ଯେ କାହାର ତ ହାତ ଭାଙ୍ଗିଛି, ଆଉ କାହାର ତ ମୁଣ୍ଡ ପାଟିଛି, ଆଉ କେତେଜଣ ତ ରକ୍ତରେ ଝୁଡୁ ବୁଡ଼ୁ ହୋଇ ଛଟପଟ ହେଉଛନ୍ତି l କିଏ ବା ଜାଣିଥିଲା ଏହିପ୍ରକାର ଦୃଘଟଣା ହେବ ବୋଲି, ଖବର ଜାଣି ସ୍ଥାନୀୟ ଲୋକ ଓ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୋକମାନେ ଛଟପଟ ହେଉଥିବାର ଦେଖି କାହାକୁ ତ ଅଟ ରେ ନେଉଛନ୍ତି ଆଉ କାହାକୁତ ଆମ୍ବୁଲାନ୍ସରେ ନେଇ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି l ଏମିତି ଏକ ଦୃଘଟଣା ହେଈଛି ଯାହା ସାଧାରଣରେ ଚକିତ କରିଛି।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

ସିଆର୍‌ପିଏଫ୍ ତରଫରୁ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର

Sunil Chandra Nayak

ଯୁବ କଂଗ୍ରେସର ଗୋଲାମୁଣ୍ଡା ଆସିଡିଏସ ଅଫିସ ସମ୍ମୁଖରେ ଆମରଣ ଅନଶନ 

Sunil Chandra Nayak

Leave a Comment

error: Content is protected !!