ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

କାମାକ୍ଷାନଗର, କାମାକ୍ଷାନଗର ସହର ସଂନିକଟ କାନ୍ଧବୋଲ ଗ୍ରାମ ରେ ବୁଧବାର ମାଧ୍ୟାନ୍ହ ରେ ଅଗ୍ନିକାଣ୍ଡ ଘଟି ୩ ଗୋଟି ପରିବାରର ବାର ବଖରା ଘର ଜଳି ଯାଇଛି l ଏଥିରେ ଗ୍ରାମର ଗୋବର୍ଧନ ପ୍ରଧାନ, ଦୟାନିଧି ପ୍ରଧାନ ଓ ଶିଶିର ପ୍ରଧାନ ଙ୍କର ଘର ସହିତ ଘରେ ଥିବା ଆସବାବ ପତ୍ର ପୋଡି ଯାଇଛି l ଖବରପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ l ତହସିଲ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଜ୍ୟୋତି ପ୍ରକାଶ ସାହୁ ବିପର୍ଣ୍ଣ ଙ୍କ ପାଖରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପଲିଥିନ ଯୋଗାଇ ଦେଇଛନ୍ତି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଚାଷ ଜମିର ବୋରୱେଲ ବିଜୁଳି ଡିପି ନଷ୍ଟ ହେବା ପରେ, ଚାଷୀ ସରକାରୀ କର୍ମଚାରୀଙ୍କୁ ଗୁହାରି କଲେ ମଧ୍ୟ ୫ ମାସ ହେଉଛି ସରକାରୀ ବାବୁଙ୍କ ଦେଖା ନାହିଁ

Sunil Chandra Nayak

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ A.H.L. ସେବା ଜରୁରୀ ହୋଇପଡିଛି

masiha

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!