ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

ଭୁବନେଶ୍ୱର;ଆଜି ବାଲିସାହି ଉତ୍ତରା ଶାସନ ଅଙ୍ଗନୱାଡ଼ି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ଯୋଜନା ପାଳନ ହୋଇଯାଇଛି , ଏଥିରେ ଏହି ଅଞ୍ଚଳ ରୁ ଗର୍ଭବତୀ ମହିଳା, ଏବଂ କନ୍ୟା ସନ୍ତାନ ଓ ଅନେକ ଛୋଟ ଛୋଟ ଶିଶୁ ଆସି ପହଞ୍ଚିଥିଲେ । ଏହା ସହ ଆଜି ଛଅ ଗର୍ଭ ମାସର ପିଲାଙ୍କ ପାଇଁ ଅର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଓ ଗର୍ଭବତୀ ସାଦ ଖିଆ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ ସଞ୍ଚଳା ଦିଗଲ ଙ୍କ ସହ ଅଞ୍ଚଳୀ ମୁର୍ମୁ ଓ ଅଙ୍ଗନୱାଡ଼ି କର୍ମୀ ଲକ୍ଷ୍ମୀପ୍ରିୟା ସେଠୀ , କବିତା ମୁଦୁଲି,ବିନୋଦିନୀ ନାୟକ , ଜିନା ଭୋଇ ,ଭାନୁମତୀ ସାମଲ ଆଶାକର୍ମୀ ଉପସ୍ଥିତ ଥିଲେ । ବାଲି ସାହି ଉତ୍ତରା ଶାସନ ଅଙ୍ଗନୱାଡ଼ି କେନ୍ଦ୍ରରେ ମା ଆଉ ପିଲା କେମିତି ସ୍ୱାର୍ସ୍ଥ୍ୟ ଅବସ୍ଥା ଭଲ ରହିବ ସବୁ ବେଳେ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନବାଡି କର୍ମୀ ଆନ୍ତରିକତା ସହ ଚେଷ୍ଟା ଜାରି ରଖିଛନ୍ତି ।

Related posts

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆକାଂକ୍ଷା ହାଟ ଉଦଘାଟିତ

Sunil Chandra Nayak

ରାୟଗଡ଼ରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲିରେ ଦେଶଭକ୍ତିର ଉତ୍ସାହ

Sunil Chandra Nayak

ଦ୍ବିତୀୟ ପି ଏମ ମହାନ୍ତି ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!