ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

ଭୁବନେଶ୍ୱର;ଆଜି ବାଲିସାହି ଉତ୍ତରା ଶାସନ ଅଙ୍ଗନୱାଡ଼ି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ଯୋଜନା ପାଳନ ହୋଇଯାଇଛି , ଏଥିରେ ଏହି ଅଞ୍ଚଳ ରୁ ଗର୍ଭବତୀ ମହିଳା, ଏବଂ କନ୍ୟା ସନ୍ତାନ ଓ ଅନେକ ଛୋଟ ଛୋଟ ଶିଶୁ ଆସି ପହଞ୍ଚିଥିଲେ । ଏହା ସହ ଆଜି ଛଅ ଗର୍ଭ ମାସର ପିଲାଙ୍କ ପାଇଁ ଅର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଓ ଗର୍ଭବତୀ ସାଦ ଖିଆ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ ସଞ୍ଚଳା ଦିଗଲ ଙ୍କ ସହ ଅଞ୍ଚଳୀ ମୁର୍ମୁ ଓ ଅଙ୍ଗନୱାଡ଼ି କର୍ମୀ ଲକ୍ଷ୍ମୀପ୍ରିୟା ସେଠୀ , କବିତା ମୁଦୁଲି,ବିନୋଦିନୀ ନାୟକ , ଜିନା ଭୋଇ ,ଭାନୁମତୀ ସାମଲ ଆଶାକର୍ମୀ ଉପସ୍ଥିତ ଥିଲେ । ବାଲି ସାହି ଉତ୍ତରା ଶାସନ ଅଙ୍ଗନୱାଡ଼ି କେନ୍ଦ୍ରରେ ମା ଆଉ ପିଲା କେମିତି ସ୍ୱାର୍ସ୍ଥ୍ୟ ଅବସ୍ଥା ଭଲ ରହିବ ସବୁ ବେଳେ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନବାଡି କର୍ମୀ ଆନ୍ତରିକତା ସହ ଚେଷ୍ଟା ଜାରି ରଖିଛନ୍ତି ।

Related posts

ଗୁରୁଜୀ ପଦ୍ମନାଭ ତ୍ରିପାଠୀଙ୍କ ବିୟୋଗରେ ଯୋଡ଼ା ସହରରେ ଶୋକର ଛାୟା

masiha

ବଦାନ୍ୟତା ର ହାତ ବଢ଼ାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ 

masiha

ଇ-ଆଡ଼ମିଶନ ଟ୍ରେନିଂରେ ଥିଲେ ଅନୁପସ୍ଥିତ ଥିବାରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି

Leave a Comment

error: Content is protected !!