ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁବାବୁଙ୍କ ଉତ୍ସର୍ଗୀକୃତ ଦେଶପ୍ରେମ ଅନନ୍ୟ,, ବିଧାୟକ ଦିବ୍ୟଶଙ୍କର ମିଶ୍ର

ବିଜୁବାବୁଙ୍କ ଉତ୍ସର୍ଗୀକୃତ ଦେଶପ୍ରେମ ଅନନ୍ୟ,, ବିଧାୟକ ଦିବ୍ୟଶଙ୍କର ମିଶ୍ର

(ତିରୋଧାନ ଦିବସରେ ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି)

ଜୁନାଗଡ଼୧୮/୪(ମନୀସ) ବିଜୁବାବୁଙ୍କ ଦେଶପ୍ରେମ ଓ ଓଡିଶା ବିକାଶରେ ଅବଦାନ ଅନନ୍ୟ।ଏହି କଳିଙ୍ଗ ଷଣ୍ଢଙ୍କ ଉଦ୍ୟମରେ ଓଡ଼ିଶାର ଅନେକ ବିକାଶ ହେବାସହ, ଓଡ଼ିଶାର ନାଁ ବିଶ୍ୱବନ୍ଦିତ ହୋଇଛି।ତାଙ୍କର ଦୂରଦୃଷ୍ଟିଆଜି ପ୍ରବାଦ ଯୋଗୁଁ ଓଡ଼ିଆ ମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି।ଏଭଲି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଜି ଆଲୋଚନା ହୋଇଥିଲା। ପ୍ରବାଦ ପୁରୁଷଙ୍କ ପୁଣ୍ୟତିଥିରେ ଆୟୋଜିତ ଆଲୋଚନା ଶୀର୍ଷକ ବିଜୁବାବୁଙ୍କ ଦେଶପ୍ରେମ ଓ ଓଡିଶା ବିକାଶରେ ଅବଦାନ ବିଷୟରେ ଏକ ଆଲୋଚନା ଚକ୍ର ଜୁନାଗଡ଼ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା।ଆଲୋଚନା ଚକ୍ର ସଭାରେ ବିଜେଡି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ସୁଧିରା ମେହେର,ବ୍ଲକ ଅଧକ୍ଷ। ସବିତା ମେହେର,ଏନଏସି ଅଧ୍ୟକ୍ଷ। ହିମାଦ୍ରୀ ନାଏକ, ଜିଲ୍ଲା ପରିଷଦ ସଭ୍ୟା ସଂଗୀତା ଖର୍ସେଲ, ଲାଲ ବାହାଦୂର ଜାନି,ପୂର୍ବତନ ନଗରପାଳ ମହେଶ ସାହୁ, ବରିଷ୍ଠ ବିଜେଡି ନେତା ଦିନେଶ ବଗର୍ତ୍ତି,ଦିଗାମ୍ବର ନାଏକ,ମଦନ ସାହୁ,ପ୍ରେମାନନ୍ଦ ଘି, ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକର ବିଭିନ୍ନ ବ୍ଲକରୁ ଶହ ଶହ ବିଜୁପ୍ରେମୀ ପୁରୁଷ ମହିଳା ଉପସ୍ଥିତ ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

Sunil Chandra Nayak

ଲାଞ୍ଜିଗଡ ବିଜେଡିର ଜୋନସ୍ତରୀୟ ଦ୍ୱିତୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

Sunil Chandra Nayak

Leave a Comment

error: Content is protected !!