ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

ନର୍ଲା/ମସିହା/13/06/24// ଦୀର୍ଘ 25ବର୍ଷ ପରେ ବିଜେଡି କୁ ଗାଦିଚ୍ୟୁତ କରି ଓଡ଼ିଶାର ଶାସନ ଭାର କୁ ହାତେଇ ବେବାରେ ସଫଳ ହୋଇଛି ବିଜେପି। ଗତକାଲି ଓଡ଼ିଶା ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ ସେଥିପାଇଁ ରାଜ୍ୟରେ ବିଜେପି ନେତା ତଥା ପ୍ରତ୍ୟେକ କର୍ମୀ ଉତ୍ସାହିତ ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ସରିଆଁ ମଣ୍ଡଳ ର ବିଜେପି କାର୍ଯ୍ୟକର୍ତ୍ତା ମାନେ ଖୁସିରେ ମିଠା ବାଣ୍ଟୁୁ ଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ଗତକାଲି ଘୋଷଣା ହୋଇଥିବା ଧାନ ର ମୂଲ୍ୟ 3100ଟଙ୍କା ହୋଇଥିବାରୁ କୃଷକ ମହଲ ରେ ଖୁସି ର ଲହରୀ ଖେଳି ଯାଇଛି ।

ନର୍ଲା ରୁ ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

Sunil Chandra Nayak

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

ବିଜେଡ଼ିର ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!