ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରଞ୍ଜିତା ବେହେରା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ.ଏ.ସି.ର ବି. ଜେ . ଡି ସଭାନେତ୍ରୀ

ରଞ୍ଜିତା ବେହେରା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ.ଏ.ସି.ର ବି. ଜେ . ଡି ସଭାନେତ୍ରୀ

କାମାକ୍ଷାନଗର – ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ବି. ଜେ . ଡି . ର ବ୍ଲକ୍ ଓ ନଗର ସଭାପତି ଘୋଷଣା ହୋଇଯାଇଛି, ବି.ଜେ.ଡି. କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଏହି ଘୋଷଣା ହେବାରେ କାମାକ୍ଷାନଗର ଏନ୍. ଏ .ସି. ୱାର୍ଡ ନମ୍ୱର୍ ୧୫ ରୁ ଶ୍ରୀମତି ରଞ୍ଜିତା ବେହେରା ଙ୍କ ନାମ ଘୋଷଣା ହୋଇଛି, ବି.ଜେ.ଡି ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଢ଼େଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ର ନଗର୍ ସଭାପତି ଭାବେ ୧୩ ଜଣଙ୍କ ମଧ୍ୟରେ ରଞ୍ଜିତା ଙ୍କ ନାମ ରହିଛି, ଏହି ପରି ପେଖିରେ ବି.ଜେ.ଡି . ସୁପ୍ରିମୋ ନବୀନ ପଟ୍ଟନାୟକ,ଜିଲ୍ଲା ବି.ଜେ.ଡି ସଭାପତି ଡଃ ନୃସିଂହ ଚରଣ ସାହୁ, ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ତଥା କାମାକ୍ଷାନଗର ଏନ୍. ଏ .ସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଓ ଢ଼େଙ୍କାନାଳ ଜିଲ୍ଲା ବି.ଜେ.ଡି ଉପ ସଭାପତି ହିମାଂଶୁ ଶେଖର ମହାପାତ୍ର ଙ୍କୁ ଧନ୍ୟବାଦ୍ ଦେଇଛନ୍ତି, ରଞ୍ଜିତା ଏହି ଦଳ ପ୍ରତି ଦୀର୍ଘ ପଚିଶି ବର୍ଷ ହେବ ନିଷ୍ଠାପର ଭାବ ରେ କାମ କରି ଆସୁଛନ୍ତି,ସେଥିପାଇଁ କାମାକ୍ଷାନଗର କର୍ମୀ ମାନଙ୍କ ତରଫରୁ ରଞ୍ଜିତା ଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ – ସାଧାରଣରେ ଚର୍ଚ୍ଚା

masiha

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସରୋଜ ବାଗ ମନୋନୀତ 

masiha

Leave a Comment

error: Content is protected !!