ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତ ର ମହାନରାଷ୍ଟ୍ର ନାୟକ ପୂର୍ବତନ ପ୍ରାଧନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ  ଚାନ୍ଦି ବାଉଁଶ ମୂଳ ଠାରେ  ମହା ସମାରୋହ ରେ ପାଳିତ

ରାଜନଗର// କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ନିକଟସ୍ଥ ଚାନ୍ଦି ବାଉଁଶ ମୂଳ ପଂଚାୟତ ର ପ୍ରସିଦ୍ଧ ମା ମାଟିଆ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଆଜି ପବିତ୍ର ବଡ଼ ଦିନ ଅବସରରେ ଭାରତ ର ମହା ରାଷ୍ଟ୍ର ଜନ ନାୟକ  ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ ପାଳନ ସହିତ ବନ୍ଧୁ ମିଳନ ସମେତ ମିଶ୍ରଣ ପର୍ବ ର କାର୍ଯ୍ୟକ୍ରମ ଆଜିର ମହାନ ରାଷ୍ଟ୍ରୀୟ ନେତା ଙ୍କ ଜନ୍ମଦିନ କୁ ସ୍ମରଣୀୟ କରିବା ପାଇଁ ବରିଷ୍ଠ ନେତା ମାନଙ୍କ ସହିତ କର୍ମକର୍ତ୍ତା ମାନେ ଯୋଗଦାନ କରି ସ୍ବର୍ଗତ ବାଜପେୟୀ ଙ୍କ ଉଦ୍ୟେଶ ରେ ଦେଶ ପାଇଁ ଅନେକ ବଳିଷ୍ଠ ମହାନ କାର୍ଯ୍ୟ ଓ ରାଷ୍ଟ୍ର ପ୍ରେମୀ ଏବଂ ବିଶେଷ ଜୀବନି କାହାଣୀ ଉପରେ ରାଜନଗର ନିର୍ବାଚନ ମଣ୍ଡଳୀର ଭାରତୟ ଜନତା ପାର୍ଟି ର ଅନେକ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ତଥା କର୍ମୀ ମାନେ ଗୁଣ ଗାନ କରିବା ସହ ଜୀବନ ଶୈଳି ଧାରା କୁ ଖୁବ ଚର୍ଚ୍ଚା ଆଲୋଚନା ସହ ପର୍ଯ୍ୟଲୋଚନା ମଧ୍ୟ ରଖିଥିଲେ,! ତେବେ ଆଜିର ଏହି ମହାନ ଦେଶ ଭକ୍ତ ଙ୍କ ପୁର୍ଣ୍ୟ ତିଥି ଜନ୍ମଦିନ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି ସକ୍ରିୟ ସଦସ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲା ଲୋକସଭା ମଣ୍ଡଳୀ ର ପ୍ରଥୀ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସ ଙ୍କ ସହ ଜିଲ୍ଲା ଉପସଭାପତି ଶ୍ରୀ ସଂଜୟ କୁମାର ସାହୁ, ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶ୍ରୀ ସୁନାକର ପ୍ରଧାନ, ରାଜନଗର ବରିଷ୍ଠ ନେତା ଅଜୟ କୁମାର ବେହେରା, ଦିଲ୍ଲୀ ପ୍ରବାସୀ ଓଡିଆ ସମ୍ପାଦକ ଶ୍ରୀ ବିଭୁ ପ୍ରସାଦ ସାହୁ, ପ୍ରକାଶ ମଣ୍ଡଳ, ସଦାଶିବ ଜେନା, ରୁକ ପାତ୍ର, ଶ୍ରୀଧର ପ୍ରଧାନ, ସର୍ବେଶ୍ୱର ଜେନା,ମେଘ ଶ୍ୟାମ ସାହୁ,ଦେବବ୍ରତ ରାଉତରାୟ, ସନ୍ତୋଷ ରାଉତ, ସମୀର ପାତ୍ର, ପ୍ରବୀର ରାଉତ, ବାବୁଲି ମଳିକ,ଚନ୍ଦନ ସ୍ୱାଇଁ, ସର୍ବେଶ୍ୱର କୁଣ୍ଡ,ଅଂଶ ଗ୍ରହଣ କରିଥିବା ବେଳେ ମିଶ୍ରଣ ପର୍ବ ପକ୍ରିୟା ରେ ସାମିଲ ହୋଇ ଥିଲେ,! ଚାନ୍ଦି ବାଉଁଶ ମୂଳ ପଂଚାୟତ ରୁ ଅକ୍ଷୟ ସାମଲ, ବିଶ୍ୱନାଥ ସେଠୀ, ଦୀନବନ୍ଧୁ ରାଉଳ, ମକର ସେଠୀ, ହେମନ୍ତ ପାତ୍ର, ବେଣୁଧର ଦାସ, ଦୀପକ ବରାଳ, ଗଣେଷ ସାମଲ, ଶ୍ରୀକାନ୍ତ ଦାସ, ପ୍ରକାଶ ବିଶ୍ୱାଳ, ରବି ବେହେରା, (ଗୁପ୍ତି )ରବୀନ୍ଦ୍ର ନାଥ ମଣ୍ଡଳ, ବଳରାମ ମଣ୍ଡଳ, ଡେରା ରୁ ଗୁରୁବାରି ରାଉତ, ମହୁଲିଆ ରୁ ଯୁଧିଷ୍ଠିର ନାୟକ, ସଞ୍ଜୟ ରାଉତ, ମହିଂସା ସୁର ପଂଚାୟତ ରୁ ଟିକି ବିଶ୍ୱାଳ, ଭିତରଗଡ଼ ପଂଚାୟତ ରୁ ପ୍ରେମାନଦ ଚଣ୍ଡ, ଅଜୟ ପରିଡା, ବିଚିତ୍ର ଦାସ, ଘଡିଆମାଳ ପଂଚାୟତ ରୁ ନରୋତ୍ତମ ପ୍ରଧାନ ଙ୍କୁ ମିଶାଇ 30ଜଣ କର୍ମୀ ଆଜିର ମହାନ ମହା ପୁରୁଷ ଙ୍କ ଜନ୍ମଦିନ ରେ ବିଭିନ୍ନ ଦଳକୁ ପ୍ରତ୍ୟଖ୍ୟାନ କରି ରାଜନଗର ବ୍ଲକ ବରିଷ୍ଠ ବିଜେପି ଦଳୀୟ ନେତା ଅଜୟ କୁମାର ବେହେରା ଓ ଶ୍ରୀ ଦାସ ଙ୍କ ଉପସ୍ଥିତ ରେ ଦଳୀୟ ଉତ୍ତରୀୟ ଓ ଟୋପି ଲଗାଇ ସେମାନଂକୁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା, ତେବେ ଦେଖିବାକୁ ଗଲେ ସ୍ଥାନୀୟ ଅଞ୍ଚଳ ର କିଛି ଶାସକ ଦଳର ନେତା ମାନେ ଜାଣି ଶୁଣି କାର୍ଯ୍ୟକ୍ରମ ରୁ ଦୁରେଇ ରହି ଟିକି ନିଖି ଖବର ସଂଗ୍ରହ କରୁଥିବାର ବିଶେଷ ସୂତ୍ରରୁ ଖବର ମିଳିଛି,! ସେପଟେ ସାଧାରଣ ଚର୍ଚ୍ଚା ଜୋର ଧରିଛି,! ଏତିକି କାର୍ଯ୍ୟକ୍ରମ ରେ ଏହିଭଳି ତେବେ ଆଗକୁ ଦେଖ କଣ ହେବ ତାହା ସମୟ କହିବ । 2024 ସାଧାରଣ ନିର୍ବାଚନ କୁ ସମସ୍ତ ଙ୍କ ର ଲକ୍ଷ୍ୟ ଭେଦ କେଉଁ ଦଳର ପ୍ରଥୀ ଶୂନ୍ୟ ସ୍ଥାନ ପୂରଣ କରିବା ସହିତ ସାଧାରଣ ଲୋକଙ୍କ ହୃଦୟ କୁ କିଏ ଜିତି ପାରିବ।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

ମଣିପୁର ହିଂସା ଓ ମହିଳା ମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର , ବରଖାସ୍ତ ଦାବିରେ ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

Sunil Chandra Nayak

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

masiha

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!