ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୋର୍ଟ ପରିସରରେ ମଧୁବାବୁ ଜୟନ୍ତୀ ମହାସମାରୋହ ରେ ପାଳିତ 

ଜୁନାଗଡ଼ କୋର୍ଟ ପରିସରରେ ମଧୁବାବୁ ଜୟନ୍ତୀ ମହାସମାରୋହ ରେ ପାଳିତ 

ଜୁନାଗଡ଼,୨୮ /୪-(ମନୀ ସ) ଜୁନାଗଡ଼ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇ ଯାଇଛି l ଏହି ସଭା ରେ ଓକିଲ ସଙ୍ଘ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ନ୍ୟାୟଧିକାରୀ କମ ଯେ ଏମ ଏଫ ସି ମାନ୍ୟବର ପଦ୍ମଲାଭ ମାଝୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର ଦିପେନ୍ଦ୍ର ସିଂ ରାଠୋଡ଼ ଜେ ଏମ ଏଫ ସି କମ ସିଭିଲ ଜଜ ଜୁନିଅର ଡିଭିଜନ ଙ୍କ ସହ ସାନମାନିତ ଅତିଥି ଭାବେ ବରିଷ୍ଠ ଆଇନ ଯିବି ସୁରେଶ ପଣ୍ଡା, ଅଶୋକ ପାତ୍ର, ବାଲକୃଷ୍ଣ ଅଚାରୀ, ସମ୍ପାଦକ ରମେଶ କୁମାର ନାଏକ ମଞ୍ଚା ସିନ ଥିଲେ l ମଧୁବାବୁ ଙ୍କ ଯିବନି ଉପରେ ସମସ୍ତ ବକ୍ତା ଅଭିଭାଷଣ ରେ ଏକ ଉଚ୍ଚ କୋଟିର ବ୍ୟକ୍ତିତ୍ବ ଥିଲେ ମଧୁ ବାବୁ ବୋଲି ପ୍ରକାଶ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ବରିଷ୍ଠ ଆଇନଜୀବୀ ହିମାଂଶୁ ବରାଡ଼,ବାଳକୃଷ୍ଣ ଆଚାରି, ଦିପେନ ସାହୁ, ଏବଂ ରମେଶ ନାଏକଙ୍କୁ ଉପଢୌକନ ଦେଇ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ଏହି ସଭା ରେ ଜୁନାଗଡ଼ ବାର ର ସମସ୍ତ ଓକିଲ ଉପସ୍ଥିତ ରହି ଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ 

Sunil Chandra Nayak

୪୨ ମୌଜାରେ ସମବାୟବିତ୍ କାଳନ୍ଦୀ ଚରଣ ସେନାପତିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ ଓ ସ୍ମୃତି ଚାରଣ 

masiha

Leave a Comment

error: Content is protected !!