ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ମନ୍ଦିର, ଡାବୁଗାଁ ର ସପ୍ତମ ଶ୍ରେଣୀରେ ପ୍ରାଦେଶିକ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର :ଏ କୃତିତ୍ଵ ନେଇ ଡାବୁଗାଁ ଗର୍ବିତ 

ସରସ୍ୱତୀ ଶିଶୁ ମନ୍ଦିର, ଡାବୁଗାଁ ର ସପ୍ତମ ଶ୍ରେଣୀରେ ପ୍ରାଦେଶିକ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର :ଏ କୃତିତ୍ଵ ନେଇ ଡାବୁଗାଁ ଗର୍ବିତ 

ନବରଙ୍ଗପୁର:(୨୮|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଶ୍ରୀମାନ ଶୁଭଙ୍କର ସୁବୁଦ୍ଧି,ପିତା- ଶ୍ରୀ ମନୋଜ ରଞ୍ଜନ ସୁବୁଦ୍ଧି ଓ ମାତା- ଶ୍ରୀମତୀ ସୁପ୍ରିୟା କୁମାରୀ ସୁବୁଦ୍ଧି ସପ୍ତମ ଶ୍ରେଣୀରେ ପ୍ରାଦେଶିକ ଶ୍ରୀ ଭାରତୀକୃଷ୍ଣ ଗଣିତପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର କରି,ବିଦ୍ୟାଳୟର ସମ୍ମାନ ଓ ଗୌରବ ବଢ଼ାଇଛନ୍ତି। ଡାବୁଗାଁ ବ୍ଳକ ଏଇ ସଫଳତା ନେଇ ଗର୍ବିତ l ସମ୍ପୃକ୍ତ ଛାତ୍ରକୁ ବହୁତ ବହୁତ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇବା ସହ ଛାତ୍ରର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ l ଦୀର୍ଘାୟୁ ହେଉ, ପିତା ମାତା ଦେଶର ନାମ ରଖୁ ଏହାହିଁ କାମନା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ପ୍ରକାଶ ପାଇଲା ନିବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼

Sunil Chandra Nayak

ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ,ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!