ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡିକାଲରେ ହେଲା ସୁଭଦ୍ରା କେଫ

ମେଡିକାଲରେ ହେଲା ସୁଭଦ୍ରା କେଫ

ଆସିକା,୨୯/୪/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ନୂତନ ସୁଭଦ୍ରା କେଫ କୁ ଉଦଘାଟନ କଲେ ବିଧାୟକ ସରୋଜ କୁମାର ପାଢ଼ୀ ମେଡିକାଲ ପରିସରରେ ଏହି କେଫ ଖୋଲିବା ଦ୍ବାରା ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କୁ ସୁଲଭଏବଂ ସ୍ଵାଦ୍ୟ ଖାଦ୍ୟ, ପାନୀୟ ମିଳି ପାରିବ l ଏଥି ସହିତ ସୁଭଦ୍ରା ଭଉଣୀ ମାନେ ତାଙ୍କ ର ଦକ୍ଷତା କୌଶଳ, ମାର୍କେଟିଙ୍ଗ ମଧ୍ୟ କରି ସ୍ୱାଅବଲମ୍ବି ହେବେ। ଆଜି ର ଏହି କେଫେ କୁ ଆସିକାର ବିଧାୟକ ସରୋଜ କୁମାର ପାଢ଼ୀ, ମେଡିକାଲ ଅଧୂକ୍ଷକ ଡାକ୍ତର ବାଲ ଗୋପାଲ ବେହେରା, ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ, ସଂଗୀତ ପାଢ଼ୀ, ସମ୍ବିତ ପାଢ଼ୀ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା,ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର,ସହାୟକ ଗେଷ୍ଠ,ସଭାନେତ୍ରୀ ସବିତା ସ୍ଵାଇଁ, ସମ୍ପାଦିକା ବିଷ୍ଣୁପ୍ରିୟା ପରିଡା,ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ ପରିସରରେ ଏହି କେଫେ କୁ ନାରାୟଣ ସ୍ଵାଇଁ ସହାୟକ ଦଳ କୁ ଦାୟିତ୍ଵ ପ୍ରଦାନ କରାଯାଇଛି ।

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ରେ ବିପର୍ଯ୍ୟସ୍ତ ରାସ୍ତା : ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗୁନି

masiha

ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ରେ ସମସ୍ଯା ଜଣାଉଛନ୍ତି ମା ମାଉସୀ

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

Leave a Comment

error: Content is protected !!