ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡିକାଲରେ ହେଲା ସୁଭଦ୍ରା କେଫ

ମେଡିକାଲରେ ହେଲା ସୁଭଦ୍ରା କେଫ

ଆସିକା,୨୯/୪/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ନୂତନ ସୁଭଦ୍ରା କେଫ କୁ ଉଦଘାଟନ କଲେ ବିଧାୟକ ସରୋଜ କୁମାର ପାଢ଼ୀ ମେଡିକାଲ ପରିସରରେ ଏହି କେଫ ଖୋଲିବା ଦ୍ବାରା ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କୁ ସୁଲଭଏବଂ ସ୍ଵାଦ୍ୟ ଖାଦ୍ୟ, ପାନୀୟ ମିଳି ପାରିବ l ଏଥି ସହିତ ସୁଭଦ୍ରା ଭଉଣୀ ମାନେ ତାଙ୍କ ର ଦକ୍ଷତା କୌଶଳ, ମାର୍କେଟିଙ୍ଗ ମଧ୍ୟ କରି ସ୍ୱାଅବଲମ୍ବି ହେବେ। ଆଜି ର ଏହି କେଫେ କୁ ଆସିକାର ବିଧାୟକ ସରୋଜ କୁମାର ପାଢ଼ୀ, ମେଡିକାଲ ଅଧୂକ୍ଷକ ଡାକ୍ତର ବାଲ ଗୋପାଲ ବେହେରା, ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ, ସଂଗୀତ ପାଢ଼ୀ, ସମ୍ବିତ ପାଢ଼ୀ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା,ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର,ସହାୟକ ଗେଷ୍ଠ,ସଭାନେତ୍ରୀ ସବିତା ସ୍ଵାଇଁ, ସମ୍ପାଦିକା ବିଷ୍ଣୁପ୍ରିୟା ପରିଡା,ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ ପରିସରରେ ଏହି କେଫେ କୁ ନାରାୟଣ ସ୍ଵାଇଁ ସହାୟକ ଦଳ କୁ ଦାୟିତ୍ଵ ପ୍ରଦାନ କରାଯାଇଛି ।

Related posts

ବନ୍ୟା ପରିସ୍ଥିତିରେ କୃଷକଙ୍କ ସହାୟତା ପାଇଁ ‘କୃଷି ସମୃଦ୍ଧି ହେଲ୍ପଲାଇନ୍’ ଚାଷଜନିତ ସମସ୍ୟାର ସମାଧାନ ପାଇଁ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ରେ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୋଗାଯୋଗ କରିପାରିବେ 

Sunil Chandra Nayak

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

masiha

ସାମ୍ବାଦିକ ମାତୃ ବିୟୋଗ 

masiha

Leave a Comment

error: Content is protected !!