ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜରଡାଘାଟି ଠାରେ ଯାତ୍ରା ପାର୍ଟି ବସ୍ ଓଲଟିଲା

ଢେଙ୍କାନାଳ : ଆଜି ସକାଳ ,ଆଠ ଘଟିକା ସମୟ ରେ ଗଡ ପଲାସୁଣି ଆଡୁ କଙ୍କଡ଼ାହାଡ଼ ବ୍ଲକ ଅଭିମୁଖେ ଯାଉଥିବା O R O6G0839 ବସ ଟି ଜରଡା ଘାଟି ଠାରେ ଭାରସାମ୍ୟ ହରାଇ ଓଲଟି ପଡି ଅଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଗଦମ୍ବା ଅପେରା ନାମକ ଏକ ଯାତ୍ରା ଦଳ ର କଳାକାର ସମସ୍ତେ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଚିକିତ୍ସିତ ହେବା ପାଇଁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ

Related posts

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ଭୂଷଣ ଛକରେ ଟ୍ରକ୍ ସହ ବାଇକ୍ ଦୁର୍ଘଟଣା

Sunil Chandra Nayak

ମମତା ସାହୁ ଙ୍କ କବିତା ଘୋଷ ଯାତ୍ରା

Leave a Comment

error: Content is protected !!