ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜରଡାଘାଟି ଠାରେ ଯାତ୍ରା ପାର୍ଟି ବସ୍ ଓଲଟିଲା

ଢେଙ୍କାନାଳ : ଆଜି ସକାଳ ,ଆଠ ଘଟିକା ସମୟ ରେ ଗଡ ପଲାସୁଣି ଆଡୁ କଙ୍କଡ଼ାହାଡ଼ ବ୍ଲକ ଅଭିମୁଖେ ଯାଉଥିବା O R O6G0839 ବସ ଟି ଜରଡା ଘାଟି ଠାରେ ଭାରସାମ୍ୟ ହରାଇ ଓଲଟି ପଡି ଅଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଗଦମ୍ବା ଅପେରା ନାମକ ଏକ ଯାତ୍ରା ଦଳ ର କଳାକାର ସମସ୍ତେ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଚିକିତ୍ସିତ ହେବା ପାଇଁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ

Related posts

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ମୁଣ୍ଡରା ଗୁଡା ସ୍କୁଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ନିର୍ମାଣ ହୋଇ ଭୁଶୁଡି ଗଲାଣି ଅଥଚ ଦିନେ ମଧ୍ୟ  ଚାଷୀଙ୍କ କାମରେ ଆସିଲା ନାହିଁ ଚେକଡ୍ୟାମ 

Leave a Comment

error: Content is protected !!