ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

ଆସିକା, ୪/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଜାହାଡା ଗ୍ରାମରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ର ଉତ୍ତର ବାଙ୍କରେ ମା ଦଣ୍ଡକାଳି ମହାମାୟୀ ଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ଏକ ସପ୍ତାହଧରି ଚାଲିଥିବା ବେଳେ ସୋମବାର ଏହାର ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଅବସରରେ ନାମଯଜ୍ଞ,ଘୃତଯଜ୍ଞ, ଗୋ ଯଜ୍ଞ, ଜ୍ଞାନଯଜ୍ଞ,ଅର୍ଣ୍ଣଯଜ୍ଞ, ସୂର୍ଯ୍ୟ ପୂଜା, ସଲା ପୂଜା ,ଅଧିବାସ, ହୋମ,ଦେବୀ ପ୍ରତିଷ୍ଠା,ନଗର ଭ୍ରମଣ ପରେ ଦେବୀଙ୍କ ମନ୍ଦିର ପ୍ରବେଶ ହୋଇଥିଲା । ଏହି ଅବସରରେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେଇଥିଲେ ।

Related posts

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବଲାଙ୍ଗୀର ଦ୍ୱାରା ସମୀକ୍ଷା ବୈଠକ

masiha

ମୁଣ୍ଡୁରାଗୁଡା ଠାରେ ନୂଆଖାଇ ଅବସରରେ ବସ୍ତ୍ର ବଣ୍ଟନ

masiha

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

masiha

Leave a Comment

error: Content is protected !!