ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

ଆସିକା, ୪/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଜାହାଡା ଗ୍ରାମରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ର ଉତ୍ତର ବାଙ୍କରେ ମା ଦଣ୍ଡକାଳି ମହାମାୟୀ ଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ଏକ ସପ୍ତାହଧରି ଚାଲିଥିବା ବେଳେ ସୋମବାର ଏହାର ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଅବସରରେ ନାମଯଜ୍ଞ,ଘୃତଯଜ୍ଞ, ଗୋ ଯଜ୍ଞ, ଜ୍ଞାନଯଜ୍ଞ,ଅର୍ଣ୍ଣଯଜ୍ଞ, ସୂର୍ଯ୍ୟ ପୂଜା, ସଲା ପୂଜା ,ଅଧିବାସ, ହୋମ,ଦେବୀ ପ୍ରତିଷ୍ଠା,ନଗର ଭ୍ରମଣ ପରେ ଦେବୀଙ୍କ ମନ୍ଦିର ପ୍ରବେଶ ହୋଇଥିଲା । ଏହି ଅବସରରେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେଇଥିଲେ ।

Related posts

ହଷ୍ଟେଲ ରେ ନିଯୁକ୍ତି ଦାବୀ ରେ ପରିବାର ର ଧାରଣା

Sunil Chandra Nayak

ଦିବ୍ୟାଙ୍ଗ ନମିତା ତାଡ଼ିଙ୍ଗିଙ୍କ ପାଖରେ ଲକ୍ଷ୍ମୀପୁର ରୁ ଗ୍ରୀନ ଇଣ୍ଡିଆ ଗ୍ରୁପ ପହଞ୍ଚି ଦେଲେ ସହାୟତା

masiha

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୬ ତମ ଜନ୍ମ ଜୟନ୍ତୀ ସି ଆଇ ଟି ୟୁ ପକ୍ଷରୁ ପାଳିତ

Leave a Comment

error: Content is protected !!