ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଭ୍ୟାନ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ 

ପିକଅପ ଭ୍ୟାନ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ 

ହିଞ୍ଜିଳିକାଟୁ,ତା ୦୯/୦୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବାଳକୃଷ୍ଣପୁର ମୁଖ୍ୟରାସ୍ତାର ଶନିବାର ଦିନ ରାଇସ ମିଲ ସମ୍ମୁଖରେ ଅସାବଧାନତା ବଶତଃ ଏକ ପିକଅପ ଭ୍ୟାନ ଓଲଟି ନନ୍ଦିକ ଗ୍ରାମର ୨୦ ରୁ ଉର୍ଦ୍ଧ୍ୱ କୈବର୍ତ୍ତ ଆହତ ହୋଇଛନ୍ତି। ସେମାନେ ଲକ୍ଷ୍ମୀପୁରସ୍ଥିତ ନାଉଳି ସ୍ଥାନକୁ ମାଛ ଧରିବାକୁ ଯାଉଥିବା ବେଳେ ସକାଳ ୬ ଘଣ୍ଟ ସମୟରେ ଅଘଟଣ ଘଟିଛି ଫଳରେ ସମସ୍ତଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।କିଛି ଲୋକ ଗୁରୁତର ଅଛନ୍ତି ସେମାନେ ହେଲେ ସୁରେନ୍ଦ୍ର ବେହେରା (୫୦), ସନ୍ତୋଷ ବେହେରା (୩୬) ଓ ମଙ୍ଗୁଳୁ ବେହେରା (୬୦)ଙ୍କ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି|

Related posts

ଯୁବକଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବାର

masiha

ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ମେଡିକାଲ କଲେଜରୁ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି 

masiha

Leave a Comment

error: Content is protected !!