ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଭ୍ୟାନ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ 

ପିକଅପ ଭ୍ୟାନ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ 

ହିଞ୍ଜିଳିକାଟୁ,ତା ୦୯/୦୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବାଳକୃଷ୍ଣପୁର ମୁଖ୍ୟରାସ୍ତାର ଶନିବାର ଦିନ ରାଇସ ମିଲ ସମ୍ମୁଖରେ ଅସାବଧାନତା ବଶତଃ ଏକ ପିକଅପ ଭ୍ୟାନ ଓଲଟି ନନ୍ଦିକ ଗ୍ରାମର ୨୦ ରୁ ଉର୍ଦ୍ଧ୍ୱ କୈବର୍ତ୍ତ ଆହତ ହୋଇଛନ୍ତି। ସେମାନେ ଲକ୍ଷ୍ମୀପୁରସ୍ଥିତ ନାଉଳି ସ୍ଥାନକୁ ମାଛ ଧରିବାକୁ ଯାଉଥିବା ବେଳେ ସକାଳ ୬ ଘଣ୍ଟ ସମୟରେ ଅଘଟଣ ଘଟିଛି ଫଳରେ ସମସ୍ତଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।କିଛି ଲୋକ ଗୁରୁତର ଅଛନ୍ତି ସେମାନେ ହେଲେ ସୁରେନ୍ଦ୍ର ବେହେରା (୫୦), ସନ୍ତୋଷ ବେହେରା (୩୬) ଓ ମଙ୍ଗୁଳୁ ବେହେରା (୬୦)ଙ୍କ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି|

Related posts

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଝରଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର କରୁଣ ଚିତ୍ର , କେନ୍ଦ୍ରକୁ ଯିବାକୁ ବାଟ ନାହିଁ, ସ୍ୱସ୍ଥ୍ୟ ସେବା ଲୋକଙ୍କୁ ମିଳୁଥିବ କିଭଳି ? ତାହାକୁ ନେଇ ଉଠୁଛି ପ୍ରଶ୍ନ

masiha

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

Leave a Comment

error: Content is protected !!