ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮୧ ଟି ପଂଜିକୃତ ମାମଲାରୁ ୩୬ ଟି ଫଇସଲା

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮୧ ଟି ପଂଜିକୃତ ମାମଲାରୁ ୩୬ ଟି ଫଇସଲା

ରାଇରଙ୍ଗପୁର – ୧୦/୦୫ —  ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ପରିସରରେ ତାଲୁକ ଆଇନ ସେଵା କମିଟି ଆନୁକୁଲ୍ୟରେ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।।ଏଡିଜେ କୋର୍ଟରେ ଏମ୍ଏସଟି ମାମଲା ୮ ଟି ମଧ୍ୟରୁ ଶୂନ୍ୟ କାର୍ଯ୍ୟାନୁଷ୍ଠାନ,, ଡିଗ୍ରୀ ଜାରି ମାମଲା ୧ ଟି , ସବୁ ଜଜ୍ କୋର୍ଟରେ ବ୍ୟାଙ୍କ ମାମଲା ୮ ଟିରୁ ଶୂନ୍ୟ କାର୍ଯ୍ୟାନୁଷ୍ଠାନ, ୧୭ ଟି ଦେଓ୍ବାନ ମାମଲାରୁ ୧ ଟି, ବୈବାହିକ ମାମଲା ୯ ଟିରୁ ୩ ଟି, ଅନ୍ୟ ଦେଓ୍ଵାନୀ ମାମଲା ୧୭ ଟିରୁ ୧ଟି, ଏସଡିଜେ କୋର୍ଟରେ ବୈବାହିକ ବିବାଦ ୨ ଟି,ଅନ୍ୟାନ୍ୟ ମାମଲା ୨୮ ଟି ,ଜେଏମଏଫସି କୋର୍ଟରେ ଚେକ୍ ଵାଉନ୍ସ ମାମଲା ୩ ଟିରୁ ଶୂନ୍ୟ ଓ ବୈବାହିକ ମାମଲା ୫ ଟିରୁ ୧ଟି ତଥା ସମୁଦାୟ ୮୧ ଟି ମାମଲାରୁ ୩୬ ଟି ସମାଧାନ କରାଯାଇଥିଲା ।ଏଥିରେ ଏଡିଜେ ଡଃ ସୁଜାତା,ସଵ ଜଜ୍ ଆଲୋକ ପଣ୍ଡା,ଏସଡିଜିଏମ ମନୀନ୍ଦ୍ର ଭୂଷଣ ସାହୁ,ଓ ଜେଏମଏଫସି ଚେତନା ପଟନାୟକ ପ୍ରମୁଖ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

Sunil Chandra Nayak

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କ ପ୍ରଶିକ୍ଷଣ

Leave a Comment

error: Content is protected !!