ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ଦେଶୀ ବନ୍ଧୁକ ଜବତ ଜଣେ ଗିରଫ 

ଚୋରା ଦେଶୀ ବନ୍ଧୁକ ଜବତ ଜଣେ ଗିରଫ 

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପାଳଗାଣ୍ଡୁଆ ଗ୍ରାମର ଜଣେ ବ୍ୟାକ୍ତି ନିଜର ଘରେ ଦୀର୍ଘଦିନ ଧରୀ ବେଆଇନ ଭାବରେ ଏକ ଦେଶୀ ବନ୍ଧୁକ ରଖିଥିବାର ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି l ପୋଲିସ ଠାରୁ ପ୍ରକାଶ ଯେ ଗଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମ ପଂଚାୟତ ଅଧୀନ ପାଳଗାଣ୍ଡୁଆ ଗ୍ରାମର ଧୁଶା ଖଟୁଆର ପୁଅ ଶ୍ୟାମ ଖଟୁଆ ୪୪ ବର୍ଷ ନିଜର ଘରେ ବେଆଇନ ଭାବରେ ଏକ ଦେଶୀ ବନ୍ଧୁକ ରଖିଥିବାର ଖବର ପାଇ ଆଜି ଭୋର ସମୟରେ ଗଁଦିଆ ପୋଲିସ ତାର ଘର ଖାନତାଲସି ବେଳେ ଘରର ତାଜା ଉପରେ ଉକ୍ତ ବନ୍ଧୁକ ଥିବାର ଦେଖିଥିଲେ ଓ ଉକ୍ତ ବନ୍ଧୁକ କୁ ଜବତ କରିବା ସହିତ ଶ୍ୟାମ ଖଟୁଆ କୁ ଗିରଫ କରି କେସ ନଂ ୨୩୮ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପଡ଼ା ପଲ୍ଲା : ସମ୍ପର୍କୀୟ ଭାଇ ଗୋଇଠା ମୁଥ ମାରି ଭାଇ କୁ ମାରିଦେଲା  

କଣ୍ଟେନର ରେ ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ, ଚାରି ଜଣ ଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଜବତ: ଗିରଫ ହେଲେ ବିଜେଡ଼ି ନେତା ସୁବାସ ମାଝୀ

Sunil Chandra Nayak

Leave a Comment

error: Content is protected !!