ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀକ୍ଷେତ୍ର ଧାମ, ଓ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀରେ 

ବିଶ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀକ୍ଷେତ୍ର ଧାମ, ଓ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀରେ 

ବିଶ୍ବରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଆଉ ଶ୍ରୀକ୍ଷେତ୍ର ଧାମ କେବଳ ପୁରୀରେ,ମହାପ୍ରସାଦ କେବଳ ପୁରୀରେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀ ରେ,ନା ଶ୍ରୀମନ୍ଦିର ର କିଛି ବିକଳ୍ପ ଅଛି ନା ଶ୍ରୀକ୍ଷେତ୍ରର। ଶ୍ରୀ କ୍ଷେତ୍ର କେବଳ ପୁରୀ,, ଅନ୍ୟ ସ୍ଥାନରେ ନାହିଁ।ସବୁ ଜାଗାରେ ଯେମିତି ମହାପ୍ରଭୁଙ୍କ ମନ୍ଦିର, ୟେ ମନ୍ଦିର ସେମିତି, କେବଳ ପାର୍ଥକ୍ୟ ଅନ୍ୟ ଯାଗାରେ ରେ ଏତେ ଉତ୍ସବ ହଉ ନାହିଁ, ଆଉ ଏଠି ଚେଷ୍ଟା ମାତ୍ର କରାଯାଉଛି, ସବୁ ସେଇ ମହବାହୁଙ୍କ ଇଛା।ଶ୍ରୀଜଗନ୍ନାଥ ସଂସ୍କୃତି ଓ ସନାତନ କେବଳ ଧର୍ମ ନୁହେଁ, ଏହା ହେଉଛି ଆମ ସଂସ୍କୃତି, ପରମ୍ପରା ଓ ଅସ୍ତିତ୍ୱ। ଏବେ ସମୟ ଆସିଛି ଏକତାରେ ରହି ନିଜ ଧର୍ମ ଓ ସଂସ୍କୃତି ପାଇଁ ସ୍ୱର ଉଠାଇବା ନିହାତି ଆବଶ୍ୟକ।

ସମସ୍ତଙ୍କୁ ଅନୁରୋଧ ମହାପ୍ରଭୁଙ୍କ ପୂଜା ଆଉ ସେବା ଦେଖି ଆନନ୍ଦ ହୁଅନ୍ତୁ, କିନ୍ତୁ ଅନ୍ୟ ମନ୍ଦିର ସଙ୍ଗେ ବା ଶ୍ରୀମନ୍ଦିର ସଙ୍ଗେ ତୁଳନା କରନ୍ତୁ ନାହିଁ, ସବୁ ଜାଗାରେ ମହାପ୍ରଭୁଙ୍କ ମନ୍ଦିର ଅଛି ଆଉ ସମସ୍ତଙ୍କ ନୀତି ଭିନ୍ନ, କେବଳ ଉତ୍ସବ ପ୍ରିୟ ମହାପ୍ରଭୁଙ୍କ ଉତ୍ସବ ଦେଖନ୍ତୁ, ଆନନ୍ଦ ନିଅନ୍ତୁ ,

ଡ଼ ନାରାୟଣ ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ

Related posts

ଜି ଡି ଏସ୍ ମାନଙ୍କ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ 

masiha

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଷ୍ଠିତ 

masiha

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!