ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

କଟକ : ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା କଟକ ସଦର ତରଫରୁ ଜଗତସିଂହପୁର ଜିଲା ପାଟେଣୀ ଗାଁରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ୪୨ ମୌଜା ଗୌରଵ ମାନବବାଦୀ ନାରାୟଣ ଚନ୍ଦ୍ର ମହାନ୍ତି ଓ ସମ୍ପାଦିକା କଵୀ ସରୋଜ ନଳିନୀ ପରିଜା ଯୋଗଦେଇ ଓଡ଼ିଶାର ସୁନାମଧନ୍ୟ ତଥା ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ଦୟାନିଧି ସାହିତ୍ୟ ସେବା ସମ୍ମାନ – ୨୦୨୬ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହାନ୍ ଶିକ୍ଷାବିତ୍ ଗବେଷକ ପରିବେଶବିତ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା,ଆଦର୍ଶ ନାରୀ ପ୍ରତିଭା ପଦ୍ମିନୀ ମହାନ୍ତି, ଶିଳ୍ପୀ ଉପେନ୍ଦ୍ର ବାରିକ,ସୁକାନ୍ତ କୁମାର ସାହୁ,କଳ୍ପନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ ରୁ ୧୫ ପର୍ଯ୍ୟନ୍ତ 

masiha

ଧର୍ମଗଡରେ ରଥଯାତ୍ରା ପ୍ରସ୍ତୁତି ବୈଠକ ନୂତନ ରଥ ନିର୍ମାଣ ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

masiha

ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ 

masiha

Leave a Comment

error: Content is protected !!