ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନର ଚଢ଼ାଉ,ଦୋକାନରୁ ତମାଖୁ ଜବତ 

ପ୍ରଶାସନର ଚଢ଼ାଉ,ଦୋକାନରୁ ତମାଖୁ ଜବତ 

ଆସିକା ,୨୬/୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଯୋଗାଣ,ସ୍ଵାସ୍ଥ୍ୟ ଓ ପୋଲିସ ବିଭାଗ ପକ୍ଷରୁ ଆଜି ମିଳିତ ଭାବରେ ଧରାକୋଟ, ମୁଣ୍ଡମରାଇ, ତାଳପାଟଣା ଓ ଜାନବିଲି ର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବିଭିନ୍ନ ଗୁଟଖା ଓ ପୁଡିଆ ଜବତ କରାଯାଇଛି । ଏହି ଚଢାଉରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଡାକ୍ତର ଶଙ୍କର ନାରାୟଣ ବେହେରା, ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ଏ ଏସ ଆଇ ରାଜେନ୍ଦ୍ର ରାଉତ, ସୁପର ଭାଇଯର ସୁଜ୍ଞାନୀ ବେହେରା, ରାଜସ୍ୱ ନିରୀକ୍ଷକ ମନୋଜ ମାଝି ପ୍ରମୁଖ ସାମିଲ ହୋଇଥିଲେ। ତମାଖୁ ମୁକ୍ତ ସମାଜ ଗଠନ ପାଇଁ ଆଗକୁ ଏପରି ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Related posts

ଧର୍ମଗଡ: ୨୭୭ ଜଣ ହିତାଧିକାରୀ ଙ୍କୁ ୫୩ ଲକ୍ଷ ୨୦ ହଜାର ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ 

masiha

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ଭୂଷଳ ତଳସାହି ରାସ୍ତା ଅତି ଶୋଚନୀୟ 

Sunil Chandra Nayak

Leave a Comment

error: Content is protected !!