ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା

ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା

ଭୁବନେଶ୍ୱର : ୨୭. ୫…୨୦୨୬ ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା ଏବଂ ସଙ୍ଗୀତ ପ୍ରେମୀକୁ ଏକ ସ୍ମୁତି ମୟ ଅନୁଭବ ଏହାର ପ୍ରଧାନ ଉଦେଶ୍ୟ ଥିଲା ଏମ. ଡି. କ୍ରିଏସନ ଚାରିଟେବଲ ଟ୍ରଷ୍ଟ ପକ୍ଷ ରୁ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ୱହ ଭୋଲି ଦସ୍ତାନା ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି. କଣ୍ଠ ଶିଳ୍ପୀ ମନୋରଞ୍ଜନ. ସୁଜତା. ବୁବୁ. ମମତା. ବିଷ୍ଣୁ. ଇନ୍ଦିରା.ଆୟସ କାନ୍ତ. ମମତା ମିଲାନିକା.କଳ୍ପତରୁ. ରିତାରାଣୀ. ଜଗଜୀବନ. ଗିରିଜା. ଶ୍ରୀନିବାସ. ସୌମଶ୍ରୀ. ରେଖା. ମିତା. ଏହି ଗୀତ ଗୁଡିକ ପରିବେଷଣ ହଜୁରୀ ଵାଲା ଯୋହ ଇଯାଯତ. ସର ପର ଟୋପି ଲାଲ. ଏ ରାତ ଭିଗି ଭିଗି.ଆଛା ଜି ମେ ହରି ଚାଲୋ .ସାମ ଢଲେ ଖିଡ଼ିକି.ତଲେ. ଦିଲ ତଡ଼ପ ତଡ଼ପ କେ .ଅପଲମ ଚପଲମ. ନୈନା ବରଶେ.ତୁ ମେରେ ସାମନେ.ଏ ରାତ ହେ ମୌସମ.ମୁଝେ ଦେଖେ କର.ଛାନ୍ଦରାତ ତୁମ ହୋ ସାଥ.ଛୋଡଦୋ ଆଞ୍ଚଲ.ପୁରୁଣା ପୁରୁଣା ହିନ୍ଦ ରୋମାଣ୍ଟିକ ଚଳଚିତ୍ର ସଙ୍ଗୀତ କଣ୍ଠ ଶିଳ୍ପୀମାନେ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଏହି ସନ୍ଧ୍ୟା ରେ ଅତିଥି ଭାବେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଶ୍ରୀନିବାସ ପଟ୍ଟନାୟକ.ଓ କଣ୍ଠ ଶିଳ୍ପୀ ଶ୍ରୀ ଯୁକ୍ତ ବିରଞ୍ଚି ପଟ୍ଟନାୟକ ଟ୍ରଷ୍ଟ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଦାସ. ଅଧ୍ୟକ୍ଷ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ରମାଦେବୀ ବାଳିକା ଆଶ୍ରମ ବିଦ୍ୟାଳୟ ର ପିଲାମାନଙ୍କୁ କିଛି ଅର୍ଶ ରାଶି ସହ ସାହାଯ୍ୟ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ କୁମାର ଗୌରବ ପଣ୍ଡା।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣଜୟନ୍ତୀ ଆସନ୍ତା ୯ ରୁ…

Sunil Chandra Nayak

Leave a Comment

error: Content is protected !!