ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପମିତ୍ର ପ୍ରଦୀପଙ୍କ ଦ୍ଵାରା ଧଳାଡିହି ଗ୍ରାମରେ ନାଗ ଉଦ୍ଧାର

ସର୍ପମିତ୍ର ପ୍ରଦୀପଙ୍କ ଦ୍ଵାରା ଧଳାଡିହି ଗ୍ରାମରେ ନାଗ ଉଦ୍ଧାର

ରାଇରଙ୍ଗପୁର- ୧/୦୬ — ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଧଳାଡ଼ିହି ଗ୍ରାମର ଲତିକାନ୍ତ ମହାନ୍ତଙ୍କ ଘରୁ ଏକ ଚାରି ଫୁଟର ନାଗ ସାପ ଉଦ୍ଧାର କରାଯାଇଛି |ସୂଚନା ଅନୁସାରେ ନବନିର୍ମିତ କୋଠା ଘରେ ଖାଦ୍ୟ ଅନ୍ବେଷଣ ନାଗ ସାପଟି ଘର ଭିତରକୁ ପ୍ରବେଶ କରୁଥିଲା |ପରିବାର ଲୋକେ ସାପଟିକୁ ଦେଖି ସର୍ପମିତ୍ର ପ୍ରଦୀପ ଗୋପାଲ କୁ ଖବର ଦେଇଥିଲେ |ସର୍ପମିତ୍ର ପ୍ରଦୀପ ସାପଟିକୁ ଉଦ୍ଧାର କରି ରାଇରଙ୍ଗପୁର ବନଖଣ୍ଡ କୁଚେଇବୁଢୀ ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲରେ ଛାଡି ଦିଆ ଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ମନୋଜ ଦାସ ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ରାଜ୍ୟ ଉପସଭାପତି

Sunil Chandra Nayak

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

Sunil Chandra Nayak

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଘାଟିତ

masiha

Leave a Comment

error: Content is protected !!