ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳାରେ ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରୀ ପରୀକ୍ଷା ଦେଲେ

ଵିଜାତଳାରେ ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରୀ ପରୀକ୍ଷା ଦେଲେ

ରାଇରଙ୍ଗପୁର – ୦୬/୦୬ — ମୟୁରଭଞ୍ଜ ଜିଲ୍ଲା ବିଜାତଳା ଏସ୍ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ସାର୍ନା ଅଲ୍ ଇତୁନ୍ ଆଶ୍ରା ଅନୁଷ୍ଠାନ ତରଫରୁ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଅଲଚିକି ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଛି। ଆସେକା ରାଇରଙ୍ଗପୁର ର ନେତୃତ୍ୱରେ ଆୟୋଜିତ ଏହି ପରୀକ୍ଷାରେ ସାର୍ନା ଅଲ ଇତୁନ ଆଶ୍ଳା ବାଘିଆଟାଙ୍ଗର ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପରୀକ୍ଷାଟି ବିଜାତଳା ଏସ୍‌ଏସ୍‌ଡି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ପରୀକ୍ଷା ଟି ୩ଦିନ ହେବ ଗତ କାଲି ରୁ ପରୀକ୍ଷା ଆରମ୍ଭ ହୋଇଛି l ଆସନ୍ତା କାଲି ରବିବାର ଦିନ ଶେଷ ପରୀକ୍ଷା ହେବ l

ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ବାଳ

Related posts

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

masiha

ଅଜଣା ଗାଡି ଧକ୍କାରେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

masiha

Leave a Comment

error: Content is protected !!