ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳାରେ ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରୀ ପରୀକ୍ଷା ଦେଲେ

ଵିଜାତଳାରେ ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରୀ ପରୀକ୍ଷା ଦେଲେ

ରାଇରଙ୍ଗପୁର – ୦୬/୦୬ — ମୟୁରଭଞ୍ଜ ଜିଲ୍ଲା ବିଜାତଳା ଏସ୍ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ସାର୍ନା ଅଲ୍ ଇତୁନ୍ ଆଶ୍ରା ଅନୁଷ୍ଠାନ ତରଫରୁ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଅଲଚିକି ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଛି। ଆସେକା ରାଇରଙ୍ଗପୁର ର ନେତୃତ୍ୱରେ ଆୟୋଜିତ ଏହି ପରୀକ୍ଷାରେ ସାର୍ନା ଅଲ ଇତୁନ ଆଶ୍ଳା ବାଘିଆଟାଙ୍ଗର ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପରୀକ୍ଷାଟି ବିଜାତଳା ଏସ୍‌ଏସ୍‌ଡି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ପରୀକ୍ଷା ଟି ୩ଦିନ ହେବ ଗତ କାଲି ରୁ ପରୀକ୍ଷା ଆରମ୍ଭ ହୋଇଛି l ଆସନ୍ତା କାଲି ରବିବାର ଦିନ ଶେଷ ପରୀକ୍ଷା ହେବ l

ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ବାଳ

Related posts

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ସାଂସଦ ଙ୍କ ଦାବୀ 

Sunil Chandra Nayak

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଆମେରିକାରେ ଓଡିଆ କବି ,ଲେଖକଙ୍କ ‘ଶ୍ରୀଜଗନ୍ନାଥ ରଥଯାତ୍ରା ଉପଲକ୍ଷେ ପ୍ରକାଶିତ ସ୍ମରଣିକା ମହାବାହୁ 

Sunil Chandra Nayak

Leave a Comment

error: Content is protected !!