ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯୁବ ସମାବେଶ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ

ଯୁବ ସମାବେଶ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ

ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ଆମପାଣି ମଣ୍ଡଳ ପକ୍ଷରୁ ଆସନ୍ତା ୧୧ ତାରିଖରେ ବଡ଼ କେନ୍ଦୁଗୁଡା ଝାରବନ୍ଧ କାଳେଶ୍ୱର ଶୈବପୀଠରେ ଯୁବ ସମାବେଶ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ଡେଙ୍ଗାଗୁଡା ଧାନ ମଣ୍ଡି ପ୍ରାଙ୍ଗଣରେ ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରୈଲୋକ୍ୟ ବେଶ୍ରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ତୁଲାରାମ ନାଏକ, ସୁରେନ୍ଦ୍ର ଭାଇସାଲ, ଜନାର୍ଦ୍ଦନ ନାଏକ, ସିମାଞ୍ଚଳ ମାଝୀ, ଭିକାରି ଚରଣ ବେଶ୍ରା,ଗୋବର୍ଦ୍ଧନ ନାଏକ,ଟୁନା ବିହାରୀ, ରମେଶ ରାଠି,ଲକ୍ଷ୍ମୀଧର ମାଝୀ, ଟୁନା ବିଶି,ଚୈତନ୍ୟ ନାଏକ,ନବୀନ ହଂସ,ଆକାଶ କୁମାର ସରାବୁ,ଗୌରଚନ୍ଦ୍ର ନାଗ, ସନାତନ ସୁନାନୀ,ବାଲ୍ମୀକି ବାଗ,ମେଘ ସେଠି ପ୍ରମୁଖ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଉପସ୍ଥିତ ରହି ଯୁବ ସମାବେଶ କୁ କେମିତି ସଫଳ କରାଯିବ ସେନେଇ ଆଲୋଚନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା ଏବଂ ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ

Sunil Chandra Nayak

ଧର୍ମଗଡ଼ରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

masiha

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!