ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସଂଗଠନ ସ୍ବର୍ଣ୍ଣଦେବୀ ଯୁବକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ 

ସାମାଜିକ ସଂଗଠନ ସ୍ବର୍ଣ୍ଣଦେବୀ ଯୁବକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ 

କଟକ : ସାମାଜିକ ସଂଗଠନ ସ୍ବର୍ଣ୍ଣଦେବୀ ଯୁବକ ସଂଘ ପକ୍ଷରୁ ନିୟମିତ କଟକ ଶିଶୁଭବନ ପରିସରରେ ଉପମା,ଘୁଗୁନି,ଗରମ କ୍ଷୀର,ଚା’,ବିସ୍କୁଟ ବଣ୍ଟନ କରାଯାଇଛି । ସଂଘର ସମ୍ପାଦକ ଜ୍ଞାନେନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ପୋରେଟର ଲକ୍ଷ୍ମୀଧର ବେହେରା, ସଭାପତି ଅଭିଜିତ ସିହ୍ନା,ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା,କୋଷାଧ୍ୟକ୍ଷ ସନ୍ଦୀପ ଦଲାଇ,ସୈାରଭ ବେହେରା,ଯୁବକ ସଂଘର ପ୍ରତିଷ୍ଠିତ ସଭ୍ୟ ଆଲୋକ ବେହେରା,ତପନ ସାହୁ,ବିଶ୍ଵଜିତ ସାହୁ, ମାୟାଧର ସାହୁ,ଅଜୟ ସାହୁ,ସୁଶାନ୍ତ ବାରିକ,ରାଣା ପ୍ରତାପ ସିଂ,ବିଭୁତି ବାରିକ, ଇତନ କେତନ ବେହେରା,ଅମିତ୍ ରଞ୍ଜନ ଦାସ,ବିପିନ ସିଂ,ଦେବରାଜ ସାହୁ, ଅବଦୁଲ ଆବରବ୍,ସାରୁଖ୍,ସାବୀର ଅଲ୍ଲୀ,ଶ୍ରୀନିବାସ ବାରିକ,ଆଦିତ୍ୟ ବେହେରା,ରୁଦ୍ର ଚରଣ ବେହେରା, ଆଶିଷ ବେହେରା,ଲିପୁନ ବେହେରା, ଅଭିଜିତ ବେହେରା,ସୌରବ ବେହେରା, ଅରୁଣ ପ୍ରସାଦ ରାଉତ,ଦୀପ୍ତି ରଞ୍ଜନ ପ୍ରଧାନ,ସନ୍ତୋଷ ସେନାପତି,ଜୟଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

ବାଣ ଫୁଟି ଯୁବକ ଗୁରୁତର 

Sunil Chandra Nayak

ୟୁକୋ ବ୍ଯାଙ୍କ ଢେଙ୍କାନାଳ ତରଫରୁ ବ୍ଯାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ 

masiha

Leave a Comment

error: Content is protected !!